କହିପାରିବେ କି, ଅକ୍ସଫୋର୍ଡ ଡିକ୍ସିନାରୀରେ ଏ ବର୍ଷର ଶ୍ରେଷ୍ଠ ଶବ୍ଦ କ'ଣ?

ଲଣ୍ଡନ: Oxford Dictionaries ପକ୍ଷରୁ ଏ ବର୍ଷର ଶବ୍ଦ ବା word of the year, 2017 ଭାବେ ‘Youthquake’କୁ ଘୋଷଣା କରାଯାଇଛି। ଶୁକ୍ରବାର ପ୍ରକାଶିତ ଏକ ଗଣମାଧ୍ୟମ ତଥ୍ୟ ଆଧାରରେ କୁହାଯାଇଛି ଯେ, ୧୯୯୦ରେ Vogueର ସମ୍ପାଦକ ଡାଏନା ଭ୍ରିଲ୍ୟାଣ୍ଡ ଏହି ଶବ୍ଦକୁ ପ୍ରଥମେ ବ୍ୟବହାର କରିଥିଲେ। ଫ୍ୟାସନ୍‌, ସଙ୍ଗୀତ ଓ ପ୍ରବୃତ୍ତିରେ ହଠାତ୍‌ ପରିବର୍ତ୍ତନକୁ ଭିତ୍ତି କରି ଏହି ଶବ୍ଦ ବ୍ୟବହାର କରାଯାଇଥିଲା ବୋଲି ଆନ୍ତର୍ଜତୀୟ ଖବର ସରବରାହ ସଂସ୍ଥା BBC କହିଛି। Oxford […]

oxford

oxford

Rakesh Mallick
  • Published: Friday, 15 December 2017
  • Updated: 15 December 2017, 06:43 PM IST

Sports

Latest News

ଲଣ୍ଡନ: Oxford Dictionaries ପକ୍ଷରୁ ଏ ବର୍ଷର ଶବ୍ଦ ବା word of the year, 2017 ଭାବେ ‘Youthquake’କୁ ଘୋଷଣା କରାଯାଇଛି। ଶୁକ୍ରବାର ପ୍ରକାଶିତ ଏକ ଗଣମାଧ୍ୟମ ତଥ୍ୟ ଆଧାରରେ କୁହାଯାଇଛି ଯେ, ୧୯୯୦ରେ Vogueର ସମ୍ପାଦକ ଡାଏନା ଭ୍ରିଲ୍ୟାଣ୍ଡ ଏହି ଶବ୍ଦକୁ ପ୍ରଥମେ ବ୍ୟବହାର କରିଥିଲେ। ଫ୍ୟାସନ୍‌, ସଙ୍ଗୀତ ଓ ପ୍ରବୃତ୍ତିରେ ହଠାତ୍‌ ପରିବର୍ତ୍ତନକୁ ଭିତ୍ତି କରି ଏହି ଶବ୍ଦ ବ୍ୟବହାର କରାଯାଇଥିଲା ବୋଲି ଆନ୍ତର୍ଜତୀୟ ଖବର ସରବରାହ ସଂସ୍ଥା BBC କହିଛି।

Oxford ଅଭିଧାନ ଏହି ଶବ୍ଦକୁ ବ୍ୟାଖ୍ୟା କରି “୧୯୯୦ରେ ଯୁବକ ଓ ବିଦ୍ୟାର୍ଥଙ୍କ ଦ୍ୱାରା ହୋଇଥିବା କଟ୍ଟରପନ୍ଥି ରାଜନୈତିକ ପରିବର୍ତ୍ତନ”ର ନାଁ ଦେଇଛି। ଗୁରୁବାର ବିଧିବଦ୍ଧ ଭାବ Oxford ପକ୍ଷରୁ କୁହାଯାଇଛି ଯେ, ଏହି ଶବ୍ଦ ସମ୍ପ୍ରତି ଯୁବକସମାଜ ଦ୍ୱାରା ରାଜନୈତିକ ପରିବର୍ତ୍ତନକୁ ଉଲ୍ଲିଖିତ କରାଯିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story