ହରିୟାଣା ଗୋଷ୍ଠୀ ସଙ୍ଘର୍ଷ: ମୃତ୍ୟୁସଂଖ୍ୟା 4କୁ ବୃଦ୍ଧି, ଇଣ୍ଟରନେଟ ସେବା ସ୍ଥଗିତ

ହରିୟାଣାରେ ଧାର୍ମକି ଶୋଭାଯାତ୍ରା ସମୟରେ ଗୋଷ୍ଠୀ ସଙ୍ଘର୍ଷ। ମୃତ୍ୟୁସଂଖ୍ୟା 4କୁ ବୃଦ୍ଧି।

Haryana Clashes

ହରିୟାଣାରେ ଗୋଷ୍ଠୀ ସଙ୍ଘର୍ଷ

Debibandita Barick
  • Published: Tuesday, 01 August 2023
  • Updated: 01 August 2023, 11:41 AM IST

News Highlights

  • ମଙ୍ଗଳବାର ସ୍କୁଲ୍, କଲେଜ ବନ୍ଦ
  • ଅଗଷ୍ଟ 2 ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ସ୍ଥଗିତ
  • ବିଶ୍ୱ ହିନ୍ଦୁ ପରିଷଦ ଶୋଭାଯାତ୍ରାକୁ ଅଟକାଇବାରୁ ଉପୁଜିଥିଲା ବିବାଦ

Sports

Latest News

ହରିୟାଣା ଗୋଷ୍ଠୀ ସଙ୍ଘର୍ଷରେ ମୃତ୍ୟୁସଂଖ୍ୟା 4କୁ ବୃଦ୍ଧି। ଦୁଇ ହୋମଗାର୍ଡଙ୍କ ସମେତ ଜଣେ ସାଧାରଣ ନାଗରିକ ଏବଂ ଜଣେ ଇମାମଙ୍କ ମୃତ୍ୟୁ ଘଟିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ସ୍ଥଗିତ କରାଯିବା ସହ ସ୍କୁଲଗୁଡିକୁ ବନ୍ଦ କରାଯାଇଛି। ଗତକାଲି ବିଶ୍ୱ ହିନ୍ଦୁ ପରିଷଦ(VHP) ଶୋଭାଯାତ୍ରା ସମୟରେ ହରିୟାଣାର ନୁହରେ ଏହି ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ଏଥିରେ ଏକାଧିକ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଶ୍ୱ ହିନ୍ଦୁ ପରିଷଦ ଶୋଭାଯାତ୍ରା ବନ୍ଦ କରିବାକୁ ଉଦ୍ୟମ କରାଯିବାରୁ ଏହି ଗୋଷ୍ଠୀ ସଙ୍ଘର୍ଷ ଘଟିଥିଲା। ନୁହରେ ହିଂସା ଖବର ପ୍ରସାରିତ ହେବାପରେ ଗୁରୁଗ୍ରାମର ସୋହନା ରୋଡ୍ ନିକଟରେ ଦୁଇ ସମ୍ପ୍ରଦାୟର ବିକ୍ଷୋଭକାରୀମାନେ ସଂଘର୍ଷ କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ମଧ୍ୟ ଘଟିଥିଲା। ମାମଲାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ମଧ୍ୟ ବିକ୍ଷୋଭର ଶିକାର ହୋଇଛି। ସଙ୍ଘର୍ଷକାରୀଙ୍କ ଗୁଳିରେ ଦୁଇ ଜଣ ହୋମଗାର୍ଡ ପ୍ରାଣ ହରାଇବା ସହ ଜଣେ ସାଧାରଣ ନାଗରିକ ଏବଂ ଇମାମଙ୍କ ଜୀବନ ଯାଇଛି। ଏଥିସହ ବ୍ୟାପକ ଭଙ୍ଗା-ରୁଜା, ପୋଡା-ଜଳା ମଧ୍ୟ ହୋଇଛି। ବିକ୍ଷୋଭକାରୀମାନେ ମଧ୍ୟ ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ଦୁଇ ଗୋଷ୍ଠୀ ପଥର ମାଡ କରିବା ସହ କାରରେ ମଧ୍ୟ ନିଆଁ ଲାଗାଇ ଦେଇଥିଲେ।

Also Read

ହରିୟାଣା ସରକାରୀ ଅଧିକାରୀଙ୍କ ଅନୁଯାୟୀ, “ନୁହ, ସୋହନା ଏବଂ ଏହାର ଆଖପାଖ ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ସେଠାରେ 13ଟି ପାରାମିଲିଟାରୀ 'କମ୍ପାନୀ' ଉପସ୍ଥିତ ଅଛନ୍ତି, ଖୁବ୍ ଶୀଘ୍ର 'କମ୍ପାନୀ'ଙ୍କୁ ସେଠାରେ ନିୟୋଜିତ କରାଯିବ। ଫରିଦାବାଦ, ପାଲୱାଲ ଏବଂ ଗୁରୁଗ୍ରାମରେ କୌଣସି କର୍ଫ୍ୟୁ ଲାଗୁ କରାଯାଇ ନାହିଁ। ଗୁରୁଗ୍ରାମଙ୍କ ସୋହାନାରେ ଖୁବ୍ ଶୀଘ୍ର ଶାନ୍ତି କମିଟି ବୌଠକ ଆରମ୍ଭ ହେବ।”

ଅନ୍ୟପଟେ ଗୁରୁଗ୍ରାମ ଏବଂ ଫରିଦାବାଦର ମଙ୍ଗଳବାର ସମସ୍ତ ବିଦ୍ୟାଳୟ ଓ କଲେଜ ବନ୍ଦ ରଖାଯାଇଛି। ଏଥିସହ ନୁହ ଜିଲ୍ଲାରେ ଅଗଷ୍ଟ 2 ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି ବୋଲି ହରିୟାଣା ସରକାର କହିଛନ୍ତି। ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜୟ କହିଛନ୍ତି ଯେ, ନୁହର ଏକ ଶିବ ମନ୍ଦିରରେ ପ୍ରାୟ 2500 ପୁରୁଷ, ମହିଳା ଏବଂ ଶିଶୁଙ୍କୁ ପୁଲିସ ସ୍ଥାନାନ୍ତର କରିଛି। ଏଥିମଧ୍ୟରେ ଭକ୍ତ ଏବଂ ଯେଉଁମାନେ ଗୋଷ୍ଠୀ ସଂଘର୍ଷ ସମୟରେ ସେଠାରେ ଆଶ୍ରୟ ନେଇଥିଲେ ସେମାନଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story