ରାଜ ପରିବାରର ପରିଚୟ ଦେଇ ୨୩ ଲକ୍ଷ ଚଳୁ, ବନ୍ଧା ହେଲେ ଠକ

ଗିରଫ ଅଭିଯୁକ୍ତ ଜଣକ ହେଲେ ୪୧ ବର୍ଷୀୟ ମହମ୍ମଦ ସରିଫ। ସେ କର୍ଣ୍ଣାଟକର ବାସିନ୍ଦା। ଜାଲ୍ ବିଜ୍‌ନେସ୍ କାର୍ଡ ଦେଖାଇ ଆବୁଧାବିର ରାଜ ପରିବାରର ପରିଚୟ ଦେଇ ସେ ଗତବର୍ଷ ପ୍ରାୟ ୩ ମାସ ଧରି ଦିଲ୍ଲୀସ୍ଥିତ ଲୀଲା ପ୍ୟାଲେସ ହୋଟେଲ୍‌ରେ ରହିଥିଲେ। 

Leela palace hotel

Madhupriya Mistry
  • Published: Sunday, 22 January 2023
  • Updated: 22 January 2023, 11:48 AM IST

ଧରାପଡିଲେ ରାଜ ପରିବାରର ପରିଚୟ ଦେଇ ୨୩ ଲକ୍ଷ ଲୁଟି ନେଇଥିବା ଠକ। ଦିଲ୍ଲୀ ସ୍ଥିତ ଏକ ଫାଇଭ୍ ଷ୍ଟାର୍ ହୋଟେଲ୍‌ରୁ ପ୍ରାୟ ୨୩ ଲକ୍ଷ ଟଙ୍କା ବକେୟା ବିଲ୍ ନ ଦେଇ ଖସି ପଳାଇଥିବା ବ୍ୟକ୍ତିଙ୍କୁ ପୁଲିସ ଶେଷରେ ବାନ୍ଧିଛି। ଜାନୁଆରୀ ୧୯ ତାରିଖରେ କର୍ଣ୍ଣାଟକରୁ ଏହି ଠକକୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

ଗତବର୍ଷ ଅଗଷ୍ଟ ୧ ତାରିଖରୁ ନଭେମ୍ବର ୨୦ ଯାଏଁ ସେ ହୋଟେଲ୍‌ରେ ରହିଥିଲେ। ହୋଟେଲ୍‌ର ବିଲ୍ ବାବଦକୁ ୨୩,୪୬,୪୧୩ ଟଙ୍କା ହୋଇଥିଲା। କିନ୍ତୁ ଏହି ବିଲ୍ ପୈଠ କରିବା ବଦଳରେ ସେ ହୋଟେଲ୍‌ରୁ ଖସି ପଳାଇଥିଲେ। କେବଳ ସେତିକି ନୁହେଁ ସେ ହୋଟେଲର ଅନେକ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଥିଲା।

ହୋଟେଲ୍ ତରଫରୁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଠକେଇ ଅଭିଯୋଗ ପରେ ଦିଲ୍ଲୀ ପୁଲିସ ଏକ ଟିମ୍ ଗଠନ କରିଥିଲା। ଏହାପରେ କର୍ଣ୍ଣାଟକର ଦକ୍ଷିଣ କନ୍ନଡରୁ ମହମ୍ମଦ ସରିଫକୁ ପୁଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।  
 
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story