ଗଠନ ହେଲେ ଓଡ଼ିଶା ବିଧାନସଭାର ପ୍ରୋଟକଲ କମିଟି

ଭୁବନେଶ୍ୱର:ନୂଆ କରି ଓଡ଼ିଶା ବିଧାନସଭାରେ ଗଠିତ ହୋଇଛି ପ୍ରୋଟକଲ କମିଟ। ଲୋକସଭା ଢାଞ୍ଚାରେ ଗଠନ ହୋଇଥିବା ଏହି କମିଟିରେ ୭ ଜଣ ସଦସ୍ୟ ରହିଛନ୍ତି। ବିଧାୟକ ନୃସିଂହ ସାହୁ ଏହି କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ।ବିଧାୟକମାନଙ୍କ ପ୍ରତି ବିଭିନ୍ନ ସମୟରେ ଅଫିସରଙ୍କ ଆଚରଣର ତର୍ଜମା କରିବ ଏହି କମିଟି। ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ନିଦେ୍ର୍ଧଶରେ ଏହି କମିଟି ଗଠିତ ହୋଇଛି। ଏହି କମିଟିରେ ଦେବାଶିଷ ସାମନ୍ତରାୟ,ବିଭୂତି ହରି ଚନ୍ଦନ,ପ୍ରଫୁଲ ମାଝୀ,ମାୟାଧର ଜେନା,ବିଜୟ ମହାନ୍ତି, ମନୋହର ରାନ୍ଧାରୀ […]

asse

asse

Rakesh Mallick
  • Published: Saturday, 18 April 2015
  • Updated: 18 April 2015, 08:48 AM IST

Sports

Latest News

ଭୁବନେଶ୍ୱର:ନୂଆ କରି ଓଡ଼ିଶା ବିଧାନସଭାରେ ଗଠିତ ହୋଇଛି ପ୍ରୋଟକଲ କମିଟ। ଲୋକସଭା ଢାଞ୍ଚାରେ ଗଠନ ହୋଇଥିବା ଏହି କମିଟିରେ ୭ ଜଣ ସଦସ୍ୟ ରହିଛନ୍ତି।

ବିଧାୟକ ନୃସିଂହ ସାହୁ ଏହି କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ।ବିଧାୟକମାନଙ୍କ ପ୍ରତି ବିଭିନ୍ନ ସମୟରେ ଅଫିସରଙ୍କ ଆଚରଣର ତର୍ଜମା କରିବ ଏହି କମିଟି। ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ନିଦେ୍ର୍ଧଶରେ ଏହି କମିଟି ଗଠିତ ହୋଇଛି।

ଏହି କମିଟିରେ ଦେବାଶିଷ ସାମନ୍ତରାୟ,ବିଭୂତି ହରି ଚନ୍ଦନ,ପ୍ରଫୁଲ ମାଝୀ,ମାୟାଧର ଜେନା,ବିଜୟ ମହାନ୍ତି, ମନୋହର ରାନ୍ଧାରୀ ପ୍ରମୁଖ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story