ଚାଲିଛି ଶଗଡି ପ୍ରସ୍ତୁତି,ଆସନ୍ତା କାଲି ଶ୍ରୀମନ୍ଦିର ଯାଇପାରେ ଦାରୁ

ଭୁବନେଶ୍ୱର: ଶ୍ରୀ ସୁଦର୍ଶନଙ୍କ ଦାରୁଛେଦନ କାର୍ଯ୍ୟ ପରେ ଏବେ ଚଉପଟ ପ୍ରକ୍ରିୟା କାର୍ଯ୍ୟ ଶେଷ ପ୍ରୟ୍ୟାୟରେ ପହଞ୍ଚିଛି। ଶ୍ରୀସୁଦର୍ଶନଙ୍କର ଦାରୁକୁ ଶ୍ରୀମନ୍ଦିର ଅଭିମୁଖେ ନେବା ପାଇଁ ବର ଓ ତେନ୍ତୁଳି କାଠରେ ସ୍ୱତନ୍ତ୍ର ଶଗଡିର ନିର୍ମାଣ କାର୍ଯ୍ୟମଧ୍ୟ ଜୋରସୋରରେ ଚାଲିଛି। ଆସନ୍ତାଲି ସୁଦ୍ଧା ଶଗଡି କାମ ଶେଷ ହେବାପରେ ଚଊପଟଦାରୁକୁ ପାଟ୍ଟବସ୍ତ୍ର ବେଢାଇ ଶ୍ରୀମନ୍ଦିରକୁ ନିଆଯିବାର  ଯୋଜନା ରହିଛି। ଏହାପରେ ଦଇତାପତି ଓ ବ୍ରହ୍ମାଣମାନେ ଶ୍ରୀ ବଳଭଦ୍ରଙ୍କ ଦାରୁ ଠାବ ହୋଇଥିବା ଝଙ୍କଡ ପୀଠକୁ ଯାତ୍ରା କରିବେ । […]

vlcsnap

vlcsnap

Rakesh Mallick
  • Published: Sunday, 19 April 2015
  • Updated: 19 April 2015, 06:18 AM IST

ଭୁବନେଶ୍ୱର: ଶ୍ରୀ ସୁଦର୍ଶନଙ୍କ ଦାରୁଛେଦନ କାର୍ଯ୍ୟ ପରେ ଏବେ ଚଉପଟ ପ୍ରକ୍ରିୟା କାର୍ଯ୍ୟ ଶେଷ ପ୍ରୟ୍ୟାୟରେ ପହଞ୍ଚିଛି। ଶ୍ରୀସୁଦର୍ଶନଙ୍କର ଦାରୁକୁ ଶ୍ରୀମନ୍ଦିର ଅଭିମୁଖେ ନେବା ପାଇଁ ବର ଓ ତେନ୍ତୁଳି କାଠରେ ସ୍ୱତନ୍ତ୍ର ଶଗଡିର ନିର୍ମାଣ କାର୍ଯ୍ୟମଧ୍ୟ ଜୋରସୋରରେ ଚାଲିଛି। ଆସନ୍ତାଲି ସୁଦ୍ଧା ଶଗଡି କାମ ଶେଷ ହେବାପରେ ଚଊପଟଦାରୁକୁ ପାଟ୍ଟବସ୍ତ୍ର ବେଢାଇ ଶ୍ରୀମନ୍ଦିରକୁ ନିଆଯିବାର  ଯୋଜନା ରହିଛି।

ଏହାପରେ ଦଇତାପତି ଓ ବ୍ରହ୍ମାଣମାନେ ଶ୍ରୀ ବଳଭଦ୍ରଙ୍କ ଦାରୁ ଠାବ ହୋଇଥିବା ଝଙ୍କଡ ପୀଠକୁ ଯାତ୍ରା କରିବେ । ଦାରୁ ଘେଷଣା ପରଠାରୁ ଏର୍ଯ୍ୟନ୍ତ ଭୁବନେଶ୍ୱର ଉପକଣ୍ଠ ଗଡକଣ୍ଟୁଣିଆରେ ଲାଗି ରହିଛି ଭକ୍ତିମୟ ପରିବେଶ। ଦାରୁ ଦେବତାଙ୍କ ଏହି ଲୀଲା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଳାଗି ରହିଛି।

ସୂଚନାଯୋଗ୍ୟଯେ,  ଶୁକ୍ରବାର ରାତି ୯ଟାରେ ୨ ମିନିଟରେ ସୁଦର୍ଶନଙ୍କ ଦାରୁ ଭୂମିଷ୍ଠ ହୋଇଥିଲା। ପରମ୍ପରା ଅନୁଯାଇ ଐଶାନ୍ୟ କୋଣରୁ ହିଁ ଦାରୁ ଭୁପତିତ ହୋଇଥିଲା । ଦୁଇଦିନ ଧରି ଚାଲିଥିବା ଯଜ୍ଞରେ ପୂର୍ଣ୍ଣାହୂତି ପରେ ଦାରୁ ଛେଦନ କାର୍ଯ୍ୟ ଆରମ୍ଭ ହୋଇଥିଲା ।

୫ଘଣ୍ଟା ର ଛେଦନ ପରେ ଭୂମିଷ୍ଠ ହୋଇଥିଲା ଶ୍ରୀ ସୁଦର୍ଶନଙ୍କ ଦାରୁ। ସେପଟେ ଦାରୁ ଭୂମିଷ୍ଠ ହେବାପରେ ଏହାର ଡାଳ ଓ ପତ୍ରକୁ ଏକ ସ୍ୱତନ୍ତ୍ର ଗାତରେ ପୋତି ଦିଆଯାଇଛି । ପୂର୍ଣ୍ଣାହୂତି ପରେ ପ୍ରଥମେ ବିଦ୍ୟାପତିଙ୍କ ସୁନା କୁରାଢି ଓ ତା’ ପରେ ବିସ୍ୱାବସୁଙ୍କ ରୂପା କୁରାଢି ଛୁଆଁଯାଇଥିଲା।ଏହାପରେ ମହାରଣା ସେବାୟତଙ୍କ ଦ୍ୱାରା ଲୁହା କୁରାଢିରେ ଦାରୁଛେଦନ ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story