ଜଷ୍ଟିସ୍ ପି.କେ.ମହାନ୍ତିଙ୍କ ଘରୁ ଡକାୟତି ଘଟଣା: ଅଭିଯୁକ୍ତକୁ ଧରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ପିପିଲି ଗଣବଳାତ୍କାର ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ପ୍ରଦ୍ୟୁମ୍ନ କୁମାର ମହାନ୍ତିଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣାର ସଂପୃକ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ପାଇଁ ମୁଖ୍ୟମନ୍ତ୍ରୀ  ଡିଜିପି ଏବଂ ସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ଉଭୟ ଡିଜିପି ଓ ସିପିଙ୍କୁ ସଚିବାଳୟକୁ ଡାକି ଏନେଇ ଆଲୋଚନା କରିଥିଲେ। ଏହାସହ ବିଡାନାସୀ, ସିଡିଏ ଅଞ୍ଚଳରେ  ପାଟ୍ରୋଲିଂ ବ୍ୟବସ୍ଥା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଭୁବନେଶ୍ୱରରେ ହୋଇଥିବା ସିସିଟିଭି କ୍ୟାମେରା ବ୍ୟବସ୍ଥାକୁ କଟକରେ […]

cuttack1

cuttack1

Rakesh Mallick
  • Published: Monday, 01 June 2015
  • Updated: 01 June 2015, 01:20 PM IST

Sports

Latest News

କଟକ: ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ପିପିଲି ଗଣବଳାତ୍କାର ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ପ୍ରଦ୍ୟୁମ୍ନ କୁମାର ମହାନ୍ତିଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣାର ସଂପୃକ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ପାଇଁ ମୁଖ୍ୟମନ୍ତ୍ରୀ  ଡିଜିପି ଏବଂ ସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ଉଭୟ ଡିଜିପି ଓ ସିପିଙ୍କୁ ସଚିବାଳୟକୁ ଡାକି ଏନେଇ ଆଲୋଚନା କରିଥିଲେ। ଏହାସହ ବିଡାନାସୀ, ସିଡିଏ ଅଞ୍ଚଳରେ  ପାଟ୍ରୋଲିଂ ବ୍ୟବସ୍ଥା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଭୁବନେଶ୍ୱରରେ ହୋଇଥିବା ସିସିଟିଭି କ୍ୟାମେରା ବ୍ୟବସ୍ଥାକୁ କଟକରେ ଲାଗୁ କରାଯିବାକୁ ମୁଖ୍ୟମନ୍ତ୍ରୀ ଉଭୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ପରିଚାରକର ଲାଇ ଡିଟେକ୍ସନ୍ ଟେଷ୍ଟ ରବିବାର ଶେଷ ହୋଇଛି। ପୋଲିସ୍ ଅଭିଯୁକ୍ତକୁ ଧରିବା ପାଇଁ ୪ଟି ସ୍ୱତନ୍ତ୍ର ସ୍କାର୍ଡ ନିୟୋଜିତ କରିଛି। ପୋଲିସ୍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି।

କଟକ ସ୍ଥିତ ସିଡିଏ ସେକଟର ଇଲେଭେନରେ ଥିବା ଜଷ୍ଟିସ୍ ପି.କେ. ମହାନ୍ତିଙ୍କ ଘରେ ଶୁକ୍ରବାର ରାତିରେ ୬ରୁ ୭ଜଣ ଡକାୟତ ପଶି ଲକ୍ଷାଧିକ ଟଙ୍କ।ର ସୁନାଗହଣା ଓ ତାଙ୍କର ଏକ କାରକୁ ମଧ୍ୟ ଲୁଟି ନେଇଥିଲେ। ଡକାୟତମାନେ ପ୍ରଥମେ ଘରେ ପଶି ପରିବାର ଲୋକଙ୍କ ହାତଗୋଡ଼ ବାନ୍ଧି ଲୁଟପାଟ୍ କରିଥିଲେ। ଏହା ପରେ କାର ଚାବି ମାଗିଥିଲେ, ତେବେ ଚାବି ଦେବାକୁ ଜଷ୍ଟିସ୍ ମହାନ୍ତି ଅମଙ୍ଗ ହେବାରୁ ତାଙ୍କୁ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେଇଥିଲେ। ଭୟରେ ସେ ଚାବି ଦେବା ପରେ ଲୁଟ୍ ସାମଗ୍ରୀ ସହ ଡକାୟତମାନେ କାର ଧରି ଚମ୍ପଟ ମାରିଥିଲେ। ଦୁର୍ବୃତ୍ତମାନେ ଓଡ଼ିଆ, ବଙ୍ଗଳା ଓ ତାମିଲ ଭାଷାରେ କଥାବାର୍ତ୍ତା ହେଉଥିଲେ ବୋଲି ଜଷ୍ଟିସ୍ ମହାନ୍ତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story