ପାରଦ ଚଢିଲା:୪ ଜିଲ୍ଲାରେ ୪୩ ଡିଗ୍ରୀ

ଭୁବନେଶ୍ୱର:କିଛିଦିନର ବ୍ୟବଧାନରେ ପୁଣି ରାଜ୍ୟରେ ବୃଦ୍ଧି ପାଇଛି ତାପମାତ୍ରା । ତତଲା ତାୱାରେ ଭାଜି ହେଉଛନ୍ତି ରାଜ୍ୟବାସୀ। ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆଜି ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି। ଅନ୍ୟପକ୍ଷରେ ସମ୍ବଲପୁର,ଅନଗୁଳ,ଟିଟିଲାଗଡ ଓ ଝାରସୁଗୁଡାର ତାପମାତ୍ରା ୩୪ ଡିଗ୍ରୀ ଛୁଇଁଛି । ଏହି ତାତି ଆସନ୍ତା ୨୨ ତାରିଖ ଯାଏ ବଳବତ୍ତର ରହିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଭାଗ। ମେଘ ମୁକ୍ତ ଆକାଶ ଯୋଗୁ ଏହି ତାତି ବଢିଛି। ତେବେ ଆସନ୍ତା […]

heat

heat

Rakesh Mallick
  • Published: Saturday, 18 April 2015
  • Updated: 18 April 2015, 10:01 AM IST

Sports

Latest News

ଭୁବନେଶ୍ୱର:କିଛିଦିନର ବ୍ୟବଧାନରେ ପୁଣି ରାଜ୍ୟରେ ବୃଦ୍ଧି ପାଇଛି ତାପମାତ୍ରା । ତତଲା ତାୱାରେ ଭାଜି ହେଉଛନ୍ତି ରାଜ୍ୟବାସୀ। ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆଜି ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି।

ଅନ୍ୟପକ୍ଷରେ ସମ୍ବଲପୁର,ଅନଗୁଳ,ଟିଟିଲାଗଡ ଓ ଝାରସୁଗୁଡାର ତାପମାତ୍ରା ୩୪ ଡିଗ୍ରୀ ଛୁଇଁଛି । ଏହି ତାତି ଆସନ୍ତା ୨୨ ତାରିଖ ଯାଏ ବଳବତ୍ତର ରହିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଭାଗ। ମେଘ ମୁକ୍ତ ଆକାଶ ଯୋଗୁ ଏହି ତାତି ବଢିଛି।

ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବାବେଳେ ଉପକୂଳ ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story