ଭୁବନେଶ୍ୱର:ପ୍ରଫେସର ଆରଭି ରାଜାକୁମାର ଭୁବନେଶ୍ୱରସ୍ଥିତ ଆଇଆଇଟିର ନୂତନ ନିଦେ୍ର୍ଧଶକ ଭାବେ ନିଯୁକ୍ତି ପାଇଛନ୍ତି। ଗତ ଗୁରୁବାର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ମଞ୍ଜୁାର ପାଇବା ପରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି।
ଶ୍ରୀ ରାଜାକୁମାର ଆଇଆଇଟି ଖରଡପୁରରେ ଇଲୋକ୍ରୋନିକ୍ସ ବିଭାଗରେ କାର୍ଯ୍ୟରତ ଥିଲେ। ଏହାସହ ପୁସ୍ପକ ଭଟ୍ଟାଚାର୍ଯ୍ୟ ଏବଂ ଶରୀତ କୁମାର ଦାସ ନୂତନ ନିଦେ୍ର୍ଧଶକ ଭାବେ ପାଟଣା ଓ ରୋପୁର ଆଇଆଇଟିର ମୁଖ୍ୟଭାବେ ଯୋଗଦେଉଛନ୍ତି। ଶ୍ରୀ ଭଟ୍ଟାଚାର୍ଯ୍ୟ ବମ୍ବେ ଆଇଆଇଟିରେ କମ୍ପୁ୍ୟଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ ଶ୍ରୀ ଦାସ ମାଡ୍ରାସ ଆଇଆଇଟିରେ ମେକାନିକାଲ ଇଞ୍ଜନିୟରିଂରେ ପ୍ରଫେସରଭାବେ କାର୍ଯ୍ୟ କରୁଥିଲେ।
ଆସନ୍ତା ୨୨ତାରିଖରେ ସେମାନଙ୍କ ନିଯୁକ୍ତି ପତ୍ର ବିଭିନ୍ନ ମନ୍ତ୍ରାଳୟରୁ ଅନୁମତି ପାଇ ଆସିଛି । ଏହି ତିନି ନିଦେ୍ର୍ଧଶକ ପଦବୀରେ ନିଯୁକ୍ତି ପାଇଁ ଆଇଆଇଟିର ୩୬ ଜଣ ପ୍ରଫେସର ନିୟୋଜିତ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୪ ବର୍ଷର ଶିଶୁ ଉପରେ ମାଡ଼ିଗଲା କାର୍, ନାବାଳକ ଡ୍ରାଇଭର୍ ଗିରଫ
ଖେଳୁଥିବା ସମୟରେ ଦ୍ରୁତ ଗତିରେ ଆସି ଶିଶୁଟି ଉପରେ କାର୍ ଚଢ଼ି ଯିବାରୁ ତା'ର ମୃତ୍ୟୁ ହୋଇଛି। ଏହି ମାମଲାରେ ପୁଲିସ ୧୯ ବର୍ଷୀୟ ଡ୍ରାଇଭରକୁ ଗିରଫ କରିଛି।
National
ସ୍ପେଡେକ୍ସ ମିଶନ: ମହାକାଶରେ ଯୋଡ଼ାଯିବ ଦୁଇଟି ସ୍ପେସ୍କ୍ରାଫ୍ଟ
ମହାକାଶରେ ଦୁଇଟି ସ୍ପେସ୍କ୍ରାଫ୍ଟକୁ ଯୋଡ଼ାଯିବ। ସ୍ପେଡେକ୍ସ ମିଶନ ଜରିଆରେ ଏହି ଐତିହାସିକ ପଦକ୍ଷେପ ଲାଗି ଜୋରଦାର ପ୍ରସ୍ତୁତି ଚଳାଇଛି ଇସ୍ରୋ।
National
ମନ୍ଦିରକୁ ଜିନ୍ସ ପିନ୍ଧି ଯିବା ମନା, ଡ୍ରେସ୍ କୋଡ୍ ଲାଗୁ
ନୂଆବର୍ଷ ପୂର୍ବରୁ ମନ୍ଦିରକୁ ଆସୁଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ଡ୍ରେସ୍ କୋଡ୍ ଲାଗୁ କରାଯାଇଛି।
National
ରାହୁଲ ଗାନ୍ଧି ହାଜିର ହୋ': ଜାରି ହେଲା ସମନ
ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
National
ମୋହାଲି ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ୨ ମୃତ, ଘର ମାଲିକ ନାଁରେ ମାମଲା
ବିଲ୍ଡିଂ ତଳେ ପ୍ରାୟ ୧୫ ଜଣ ଦବି ରହିଥିବା ଆଶଙ୍କା ରହିଛି।