ଭୁବନେଶ୍ୱର:ପ୍ରଫେସର ଆରଭି ରାଜାକୁମାର ଭୁବନେଶ୍ୱରସ୍ଥିତ ଆଇଆଇଟିର ନୂତନ ନିଦେ୍ର୍ଧଶକ ଭାବେ ନିଯୁକ୍ତି ପାଇଛନ୍ତି। ଗତ ଗୁରୁବାର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ମଞ୍ଜୁାର ପାଇବା ପରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି।
ଶ୍ରୀ ରାଜାକୁମାର ଆଇଆଇଟି ଖରଡପୁରରେ ଇଲୋକ୍ରୋନିକ୍ସ ବିଭାଗରେ କାର୍ଯ୍ୟରତ ଥିଲେ। ଏହାସହ ପୁସ୍ପକ ଭଟ୍ଟାଚାର୍ଯ୍ୟ ଏବଂ ଶରୀତ କୁମାର ଦାସ ନୂତନ ନିଦେ୍ର୍ଧଶକ ଭାବେ ପାଟଣା ଓ ରୋପୁର ଆଇଆଇଟିର ମୁଖ୍ୟଭାବେ ଯୋଗଦେଉଛନ୍ତି। ଶ୍ରୀ ଭଟ୍ଟାଚାର୍ଯ୍ୟ ବମ୍ବେ ଆଇଆଇଟିରେ କମ୍ପୁ୍ୟଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ ଶ୍ରୀ ଦାସ ମାଡ୍ରାସ ଆଇଆଇଟିରେ ମେକାନିକାଲ ଇଞ୍ଜନିୟରିଂରେ ପ୍ରଫେସରଭାବେ କାର୍ଯ୍ୟ କରୁଥିଲେ।
ଆସନ୍ତା ୨୨ତାରିଖରେ ସେମାନଙ୍କ ନିଯୁକ୍ତି ପତ୍ର ବିଭିନ୍ନ ମନ୍ତ୍ରାଳୟରୁ ଅନୁମତି ପାଇ ଆସିଛି । ଏହି ତିନି ନିଦେ୍ର୍ଧଶକ ପଦବୀରେ ନିଯୁକ୍ତି ପାଇଁ ଆଇଆଇଟିର ୩୬ ଜଣ ପ୍ରଫେସର ନିୟୋଜିତ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ବହୁ ବିବାହ ପ୍ରଥା ବେଆଇନ! କେମିତି ୨ ଜଣଙ୍କୁ ଗୋଟିଏ ମଣ୍ଡପରେ ବାହା ହେଲେ ସୂର୍ଯ୍ୟ ଦେବ?
ଜଣେ ବ୍ୟକ୍ତିଙ୍କୁ ଗୋଟିଏ ସମୟରେ ଦୁଇ ଜଣ ମହିଳାଙ୍କ ସହ ପ୍ରେମ ହୋଇଯାଇଥିଲା। ୩ ବର୍ଷର ପ୍ରେମ ସମ୍ପର୍କରେ ସେ ଦୁଇ ଜଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Crime
କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?
ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।

National
ନକ୍ସଲ ମୁକ୍ତ ଭାରତ ଅଭିଯାନକୁ ପୁଣି ସଫଳତା: ଟଳିଲେ ୧୬ ମାଓବାଦୀ
ନକ୍ସଲ ମୁକ୍ତ ଅଭିଯାନକୁ ଗୋଟିଏ ପରେ ଗୋଟିଏ ସଫଳତା ମଧ୍ୟ ମିଳିବାରେ ଲାଗିଛି।

Business
କ’ଣ ସେବା ଦେଇ ଗୁପ୍ତ ଭାବେ ଟଙ୍କା ନେଉଛି ବ୍ୟାଙ୍କ?
ଜଣେ ସଞ୍ଚୟ ଖାତାଧାରକ ହୁଅନ୍ତୁ କିମ୍ବା ଚାଲୁ ବା କରେଣ୍ଟ ଆକାଉଣ୍ଟଧାରୀ ହୁଅନ୍ତୁ, ସାଧାରଣ ବ୍ୟାଙ୍କ ଶୁଳ୍କ ସହିତ ଆପଣ ଅପଡେଟ୍ ରହିବା ଭଲ। ଏହା ଆପଣଙ୍କ ବ୍ୟାଙ୍କ ଅଭିଜ୍ଞତାରେ ଉନ୍ନତି ଆଣି ପାରିବ।

National
ପତ୍ନୀଙ୍କ ପରକୀୟା ପ୍ରୀତି ପରେ ହିଂସା ନୁହେଁ ପ୍ରେମକୁ ସମ୍ମାନ ଦେଲେ ବବଲୁ
ବବଲୁ ସ୍ଥାନୀୟ କୋର୍ଟରେ ଗୋଟିଏ ସତ୍ୟପାଠ ଦାଖଲ କରି ପତ୍ନୀଙ୍କ ଠାରୁ ଅଲଗା ହୋଇଥିଲେ ଓ ଏହାପରେ ପତ୍ନୀଙ୍କୁ ନିଜ ପ୍ରେମିକଙ୍କ ହାତରେ ଟେକି ଦେଇଥିଲେ।