ବିଶ୍ୱ ଐତିହ୍ୟ ଦିବସରେ ଶୋଭାଯାତ୍ରା

ଭୁବନେଶ୍ୱର:ଆଜି ବିଶ୍ୱ ଐତିହ୍ୟ ଦିବସ। ଏହି ଅବସରରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଐତିହ୍ୟ ଦିବସ ପାଳନ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା କରାଯାଇଥିଲା।

vlcsnap

vlcsnap

Rakesh Mallick
  • Published: Saturday, 18 April 2015
  • Updated: 18 April 2015, 09:30 AM IST

Sports

Latest News

ଭୁବନେଶ୍ୱର:ଆଜି ବିଶ୍ୱ ଐତିହ୍ୟ ଦିବସ। ଏହି ଅବସରରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଐତିହ୍ୟ ଦିବସ ପାଳନ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା କରାଯାଇଥିଲା।vlcsnap

ଭୁବନେଶ୍ୱରର ରାଜରାଣୀ ମନ୍ଦିରରୁ ଏହି ଶୋଭାଯାତ୍ରା ବହାରି ସହର ପରିକ୍ରମା କରିଥିଲା। ଏହାକୁ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଶୁଭାରମ୍ଭ କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ଅରବିନ୍ଦ ପାଢୀ, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ,ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଏମସି ଏମୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ  ରାଜ୍ୟ ବିଭିନ୍ନ ସ୍ଥାନରୁ ଆସିଥିବା ପାଇକ ଆଖଡା ଏବଂ ସାଂସ୍କୃତିକ ଦଳ ପାରମ୍ପାରିକ ନୃତ୍ୟ ପରିବେଷଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story