ମେଲୋଡି ଗାୟିକା ବଳାତ୍କାର ମାମଲା: ୨ ଅଭିଯୁକ୍ତ ଗିରଫ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ କେନାଲ ବନ୍ଧ ନିକଟରେ ଜଣେ ୨୩ ବର୍ଷୀୟା ମେଲୋଡି ଗାୟିକାଙ୍କୁ ବଳାତ୍କାର ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଆନନ୍ଦ ଜେନା(୫୦) ଓ ରଙ୍ଗାଧର ଜେନା(୫୨)।ଅଭିଯୋଗ ପାଇବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ଯୁବତୀଙ୍କ ବାପା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଅଭିଯୁକ୍ତମାନେ ଏକ ମେଲୋଡି କାର୍ଯ୍ୟକ୍ରମରେ ଗୀତ ଗାଇବା […]

bdk

bdk

Rakesh Mallick
  • Published: Saturday, 09 May 2015
  • Updated: 09 May 2015, 09:29 AM IST

Sports

Latest News

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ କେନାଲ ବନ୍ଧ ନିକଟରେ ଜଣେ ୨୩ ବର୍ଷୀୟା ମେଲୋଡି ଗାୟିକାଙ୍କୁ ବଳାତ୍କାର ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଆନନ୍ଦ ଜେନା(୫୦) ଓ ରଙ୍ଗାଧର ଜେନା(୫୨)।ଅଭିଯୋଗ ପାଇବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି।

ଯୁବତୀଙ୍କ ବାପା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଅଭିଯୁକ୍ତମାନେ ଏକ ମେଲୋଡି କାର୍ଯ୍ୟକ୍ରମରେ ଗୀତ ଗାଇବା ପାଇଁ ଗତ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ ଯୁବକ ତାଙ୍କ ଝିଅକୁ ବିଷ୍ଣୁପୁରସ୍ଥିତ ଘରୁ ଡାକି ନେଇଥିଲେ। ତେବେ ବାଟରେ ଏକ ନିଛାଟିଆ ସ୍ଥାନରେ ଯୁବକ ଦ୍ୱୟ ତାଙ୍କୁ ବଳାତ୍କାର କରି ଫେରାର ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story