୯ ଥର ସାସଂଦ ହେବାର ବିରଳ ରେକର୍ଡ ଥିଲା ଗିରିଧରଙ୍କର

ଭୁବନେଶ୍ୱର: ୧୯୪୩ ମସିହାରେ ରାୟଗଡ଼ା ଡିବିରସିଙ୍ଗିରେ ଜନ୍ମ ଗ୍ରହଣ କରିଥିଲେ ଗିରିଧର ଗମାଙ୍ଗ। ସେ୧୯୭୨ରେ କଂଗ୍ରେସ ରାଜନୀତିରେ ପ୍ରବେଶ କରିଥିଲେ। ସେହିବର୍ଷ ସେ କୋରାପୁଟ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୭୭, ୧୯୮୦, ୧୯୮୪, ୧୯୮୯, ୧୯୯୧, ୧୯୯୬, ୧୯୯୮ ଏବଂ ୨୦୦୪ ଲଗାତର ୯ ଥର ସେହି ସମାନ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଯାହାକି ଏକ ବିରଳ ରେକର୍ଡ। ୧୯୯୯ ଫେବ୍ରୁଆରୀ ୧୭ ତାରିଖରେ ସେ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ସେହିବର୍ଷ ଡିସେମ୍ୱର […]

gamago

gamago

Rakesh Mallick
  • Published: Saturday, 30 May 2015
  • Updated: 30 May 2015, 12:10 PM IST

Sports

Latest News

ଭୁବନେଶ୍ୱର: ୧୯୪୩ ମସିହାରେ ରାୟଗଡ଼ା ଡିବିରସିଙ୍ଗିରେ ଜନ୍ମ ଗ୍ରହଣ କରିଥିଲେ ଗିରିଧର ଗମାଙ୍ଗ। ସେ୧୯୭୨ରେ କଂଗ୍ରେସ ରାଜନୀତିରେ ପ୍ରବେଶ କରିଥିଲେ। ସେହିବର୍ଷ ସେ କୋରାପୁଟ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୭୭, ୧୯୮୦, ୧୯୮୪, ୧୯୮୯, ୧୯୯୧, ୧୯୯୬, ୧୯୯୮ ଏବଂ ୨୦୦୪ ଲଗାତର ୯ ଥର ସେହି ସମାନ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଯାହାକି ଏକ ବିରଳ ରେକର୍ଡ। ୧୯୯୯ ଫେବ୍ରୁଆରୀ ୧୭ ତାରିଖରେ ସେ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ସେହିବର୍ଷ ଡିସେମ୍ୱର ୬ ତାରିଖ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଭାବେ ଏହି ଦାୟିତ୍ୱ ତୁଲାଇଥିଲେ। ଏହାପରେ ୨୦୦୯ରେ ସେ ପ୍ରଥମ ଥର ପାଇଁ କୋରାପୁଟ ଆସନରୁ ପରାଜୟର ସାମ୍ନା କରିଥିଲେ। ବିଜେଡିରୁ ଜୟରାମ ପାଙ୍ଗି ପ୍ରଥମ ଥର ପାଇଁ ତାଙ୍କ ନିରବଛିନ୍ନ ସାଂସଦ ନିର୍ବାଚନ ପ୍ରକ୍ରିୟାରେ ବ୍ରେକ୍ ଲାଗାଇଥିଲେ। ତେବେ ବିଗତ ୪୩ ବର୍ଷ ଧରି କଂଗ୍ରେସ ରାଜନନୀତିରେ ସକ୍ରିୟ ଥିବା ଗିରିଧର ଗମାଙ୍ଗ ଚର୍ଚ୍ଚାକୁ ଆସିଥିଲେ ୧୯୯୯ ମସିହାରେ। ଏନଡିଏ ସରକାରଙ୍କ ଅସ୍ଥାଭୋଟ ବେଳେ ତାଙ୍କର ଗୋଟିଏ ଭୋଟ ହିଁ ବାଜପେୟୀ ସରକାରଙ୍କୁ ଗାଦିଚ୍ୟୁତ କରିଥିଲା। ଏହି ଘଟଣା ପାଇଁ ତାଙ୍କୁ ଅନେକ ସମାଲୋଚିତ ହେବାକୁ ପଡ଼ିବାରୁ ସମ୍ୱିଧାନର ଆଣ୍ଟି ଡିଫେକ୍ସନ ଆଇନର ସଂଶୋଧନ ପାଇଁ ଅଣ୍ଟା ଭିଡ଼ିଥିଲେ ଗିରିଧର। କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ ଗିରିଧର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ଶ୍ରମ, ପର୍ଯ୍ୟଟନ ଓ ଯୋଗାଯୋଗ ବିଭାଗ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଥିଲେ। ତା’ସହ କଂଗ୍ରେସର ସାଂଗଠନିକ ପଦପଦବୀରେ ମଧ୍ୟ ରହିଥିଲେ। ତେବେ ସେ କେବଳ ଜଣେ ସଫଳ ରାଜନୀତିଜ୍ଞ ନୁହନ୍ତି ବରଂ କଳା ଓ ସଂସ୍କୃତି ପ୍ରେମୀ ଭାବେ ମଧ୍ୟ ତାଙ୍କର ବେଶ୍ ପରିଚୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story