କହିଦେଇ ଫୁଲ୍, ନାମ ନେଲେ କି ପ୍ରଫୁଲ୍ଲ ସାମଲ ?

ପ୍ରଫୁଲ ବାବୁ କହିଥିଲେ, ବିରୋଧୀଙ୍କର କିଛି କାମ ନାହିଁ ସେମାନେ ଖାଲି ଦେଖୁଛନ୍ତି ନବୀନ କଣ କରୁଛନ୍ତି ତାଙ୍କ ସଚିବ କଣ କରୁଛନ୍ତି । ବର୍ତ୍ତମାନ ନବୀନ ବାବୁ ନିଜେ ସବୁଆଡ଼େ ଯାଇ ପାରୁ ନଥିବାରୁ ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଠାଉଛନ୍ତି ।

Manoj Swain
  • Published: Tuesday, 20 June 2023
  • Updated: 20 June 2023, 12:37 PM IST

Sports

Latest News

କହୁ କହୁ ଏକ ମଞ୍ଜ କଥା ବାହାରିପଡିଲା କି ଭଣ୍ଡାରିପୋଖରୀର ବରିଷ୍ଠ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ମୁହଁରୁ । ଗତକାଲି ଗଣମାଧ୍ୟମ ପ୍ରତିନିଧି ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ଷଡଙ୍ଗୀଙ୍କ ପ୍ରେସମିଟ୍ ଓ 5ଟି ସଚିବଙ୍କ ଗସ୍ତ ଉପରେ ଏକ ପ୍ରଶ୍ନ ପଚାରିଥିଲେ। ଆଉ ପ୍ରଫୁଲ ବାବୁ କହିଥିଲେ, ବିରୋଧୀଙ୍କର କିଛି କାମ ନାହିଁ ସେମାନେ ଖାଲି ଦେଖୁଛନ୍ତି ନବୀନ କଣ କରୁଛନ୍ତି ତାଙ୍କ ସଚିବ କଣ କରୁଛନ୍ତି । ବର୍ତ୍ତମାନ ନବୀନ ବାବୁ ନିଜେ ସବୁଆଡ଼େ ଯାଇ ପାରୁ ନଥିବାରୁ ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଠାଉଛନ୍ତି ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos