ଦୁଇ ବସ୍‌ ମୁହାଁମୁହିଁ, ୧୦ ଯାତ୍ରୀ ଗୁରୁତର ଆହତ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଦିନକୁ ଦିନ ବସ୍‌ ଯାତ୍ରା ବିପଦପୂର୍ଣ୍ଣ ହୋଇପଡ଼ୁଛି। କାରଣ ଗତ ଦୁଇ ଦିନରେ ବସ୍‌ ଦୁର୍ଘଟଣା ନେଲାଣି ୧୩ ଜୀବନ। ୬୦ରୁ ଅଧିକ ବସ୍‌ ଯାତ୍ରୀ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା କମାଇବା ପାଇଁ ରାଜ୍ୟ ସରକାର ନୂଆ ଆଇନ୍ ପ୍ରଣୟନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଆଜି ପୁଣି ଏକ ବସ୍‌ ଦୁର୍ଘଟଣା ଘଟିଛି ନବରଙ୍ଗପୁରରେ। ଉମରକୋଟଠାରୁ ବ୍ରହ୍ମପୁର ଆସୁଥିବା ଓଡ଼ିଶା ରାଜ୍ୟ ପରିବହନ […]

bus-accident.jpg-in-nabarangapur

bus-accident.jpg-in-nabarangapur

Manoranjan Sial
  • Published: Thursday, 22 November 2018
  • Updated: 22 November 2018, 05:07 PM IST

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଦିନକୁ ଦିନ ବସ୍‌ ଯାତ୍ରା ବିପଦପୂର୍ଣ୍ଣ ହୋଇପଡ଼ୁଛି। କାରଣ ଗତ ଦୁଇ ଦିନରେ ବସ୍‌ ଦୁର୍ଘଟଣା ନେଲାଣି ୧୩ ଜୀବନ। ୬୦ରୁ ଅଧିକ ବସ୍‌ ଯାତ୍ରୀ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା କମାଇବା ପାଇଁ ରାଜ୍ୟ ସରକାର ନୂଆ ଆଇନ୍ ପ୍ରଣୟନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଆଜି ପୁଣି ଏକ ବସ୍‌ ଦୁର୍ଘଟଣା ଘଟିଛି ନବରଙ୍ଗପୁରରେ।

ଉମରକୋଟଠାରୁ ବ୍ରହ୍ମପୁର ଆସୁଥିବା ଓଡ଼ିଶା ରାଜ୍ୟ ପରିବହନ ବିଭାଗର (ଓଏସ୍‌ଆର୍‌ଟିସି) ବସ୍‌ଟି ଡାବୁଗାଁ ଧାମନାଗୁଡ଼ାଠାରେ ଜୟପୁରରୁ ରାଇଘର ଗୁରୁଶିଙ୍ଗାକୁ ଯାଉଥିବା ବେସରକାରୀ ବସ୍‌ ସହିତ ତା'ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story