କରୋନା: ୧୦% ଲୋକଙ୍କ ପାଇଁ ୯୦% ଲୋକ ଅଡ଼ୁଆରେ ପଡ଼ୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ୧୦ପ୍ରତିଶତ ଲୋକ ଏହି ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି। ଏହି କାରଣରୁ ଲକଡାଉନକୁ ପାଳନ କରୁଥିବା ୯୦ ପ୍ରତିଶତ ଲୋକଙ୍କ ପ୍ରତି ବିପଦର ଆଶଙ୍କା ରହିଛି। ତେଣୁ ସେହି ୧୦ପ୍ରତିଶତ ଲୋକଙ୍କୁ ସାବାଡ୍ କରିବାକୁ ପଡ଼ିବ ଓ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି। ଆଜି ଆୟୋଜିତ […]

bagchi

bagchi

Manoranjan Sial
  • Published: Monday, 30 March 2020
  • Updated: 30 March 2020, 08:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ୧୦ପ୍ରତିଶତ ଲୋକ ଏହି ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି। ଏହି କାରଣରୁ ଲକଡାଉନକୁ ପାଳନ କରୁଥିବା ୯୦ ପ୍ରତିଶତ ଲୋକଙ୍କ ପ୍ରତି ବିପଦର ଆଶଙ୍କା ରହିଛି। ତେଣୁ ସେହି ୧୦ପ୍ରତିଶତ ଲୋକଙ୍କୁ ସାବାଡ୍ କରିବାକୁ ପଡ଼ିବ ଓ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି ଯେ, କରୋନା ସଂକ୍ରମିତ ରୋଗୀ ନିଜର ସ୍ୱାସ୍ଥ୍ୟ ସେବା ପାଇଁ ଟଙ୍କା କଥା ଚିନ୍ତା କରନ୍ତୁ ନାହିଁ। ଭଗବାନ ନକରନ୍ତୁ କେହି ଏଥିରେ ସଂକ୍ରମିତ ହୁଅନ୍ତୁ। ରାଜ୍ୟ ସରକାର ଏଥିପାଇଁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ କରି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। କରୋନା ସଂକ୍ରମିତଙ୍କ ରହିବା, ଖାଇବା ଓ ଚିକିତ୍ସା ଆଦି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ତେବେ ଲକଡାଉନ୍ ନିୟମ ମାନି ଘରେ ରହିଲେ କରେନା ଭଳି ବିପଦରୁ ଦୂରେଇ ରହିହେବ।

ଶ୍ରୀ ବାଗଚୀ କହିଥିଲେ ଯେ, ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୩୭୦ଟି ନମୂନା ପରୀକ୍ଷା କରାଯାଇଛି। ଏଥିରେ ସେହି ୩ଟି ପଜେଟିଭ୍ ଥିବାବେଳେ ଅନ୍ୟ ସମସ୍ତ ନେଗେଟିଭ ରହିଛି। ପ୍ରଥମ ଦୁଇଜଣ ପଜେଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୫୫ଜଣ ବ୍ୟକ୍ତିଙ୍କ ସହ ଯୋଗାଯୋଗ ରକ୍ଷା କରାଯାଇଛି। ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସହ ଯୋଗାଯୋଗ ଜାରି ରହିଛି। ଆଜିସୁଦ୍ଧା ୭୬ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ମେଡିକାଲରେ ଆଇସୋଲେସନରେ ଅଛନ୍ତି। ଆଜିସୁଦ୍ଧା ମୋଟ ୧୦,୨୧୭ଜଣ ଅନଲାଇନ ଓ ୧୦୪ ମାଧ୍ୟମରେ ପଞ୍ଜିକରଣ କରିଛନ୍ତି। ଏଥିରେ ୪୨୯୧ଜଣ ବିଦେଶରୁ ଓ ୫୯୨୬ଜଣ ଅନ୍ୟ ରାଜ୍ୟରୁ ଫେରିଛନ୍ତି।

ଲକଡାଉନ୍ ସମୟରେ ରାଜ୍ୟର ୫ଟି ମହାନଗର ନିଗମ ଓ ୪୮ଟି ପୌର ସଂସ୍ଥା ଅଞ୍ଚଳରେ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୪ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟରେ କୋଭିଡ-୧୯ ନିୟମ ଉଲ୍ଲଘଂନ କରିବା ଅଭିଯୋଗ ମାର୍ଚ୍ଚ ୨୯ରୁ ମାର୍ଚ୍ଚ ୩୦ ସକାଳ ପର୍ଯ୍ୟନ୍ତ ୨୨୪ଟି ମାମଲା ଦାଏର ହୋଇଛି। ଏଥିରେ ୩ଟି ହୋମ୍ କ୍ୱାରେଣ୍ଟାଇନ ଉଲ୍ଲଘଂନ ଅଭିଯୋଗ ସାମିଲ ଅଛି।

ସେହିପରି ଏହି ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜି ଅଭୟ କହିଥିଲେ ଯେ,ଲକଡାଉନ୍ ଓ କ୍ୱାରେଣ୍ଟାଇନ ନିୟମ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଲକଡାଉନ୍ ସମୟରେ ସାଧାରଣ ଲୋକ ଘରେ ରହି ପୁଲିସକୁ ସହଯୋଗ କରନ୍ତୁ। ପୁଲିସକୁ କଠୋର ହେବାକୁ କୁହାଯାଇଛି। କିନ୍ତୁ ପୁଲିସ କଦାପି ଖରାପ ବ୍ୟବହାର କରିବ ନାହିଁ । ଓଡ଼ିଶାରେ ପୁଲିସକୁ କୌଣସି ସ୍ଥାନରେ ଲାଠି ଚାର୍ଜ କରିବାକୁ ପଡ଼ି ନାହିଁ। ଲକଡାଉନ୍ ପାଇଁ ଅଧିକ ୭୦୦ଏସଆଇ, ୧୬୨ ପ୍ଲାଟୁନ ଫୋର୍ସ ଓ ୧ହଜାରରୁ ଅଧିକ ଗାଡ଼ି ନିୟୋଜିତ କରାଯାଇଛି। ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story