ଖାଇବାକୁ ନ ମିଳିବାରୁ ହଷ୍ଟେଲ୍ ଛାଡ଼ିଲେ ଛାତ୍ର

ବାରିପଦା (ମାଣିକ ଲାଲ ପାଣି): ଖାଇବାକୁ ନ ମିଳିବାରୁ ହଷ୍ଟେଲ୍ ଛାଡ଼ିଲେ ୧୦ ସ୍କୁଲ୍ ଛାତ୍ର। ଏଭଳି ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ୍ର କେଝରା ପ୍ରାଥମିକ ବିଦ୍ୟାଳୟରେ। ଆଜି ସକାଳେ ୧୦ ଜଣ ପିଲା ହଷ୍ଟେଲ୍ ଛାଡ଼ି ଚାଲି ଯାଉଥିବା ବେଳେ ସ୍କୁଲ୍‌ ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଟଙ୍ଗାବିଲା ଛକରେ କିଛି ଯୁବକ ସେମାନଙ୍କୁ ଅଟକାଇ ଥିଲେ। ସେମାନେ ପିଲାଙ୍କୁ ଅଟକାଇ ପଚରାଉଚରା କରିବା ପରେ ଘଟଣା […]

hostel

hostel

Jitendra Garnayak
  • Published: Friday, 14 December 2018
  • Updated: 14 December 2018, 03:14 PM IST

Sports

Latest News

ବାରିପଦା (ମାଣିକ ଲାଲ ପାଣି): ଖାଇବାକୁ ନ ମିଳିବାରୁ ହଷ୍ଟେଲ୍ ଛାଡ଼ିଲେ ୧୦ ସ୍କୁଲ୍ ଛାତ୍ର। ଏଭଳି ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ୍ର କେଝରା ପ୍ରାଥମିକ ବିଦ୍ୟାଳୟରେ।

ଆଜି ସକାଳେ ୧୦ ଜଣ ପିଲା ହଷ୍ଟେଲ୍ ଛାଡ଼ି ଚାଲି ଯାଉଥିବା ବେଳେ ସ୍କୁଲ୍‌ ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଟଙ୍ଗାବିଲା ଛକରେ କିଛି ଯୁବକ ସେମାନଙ୍କୁ ଅଟକାଇ ଥିଲେ। ସେମାନେ ପିଲାଙ୍କୁ ଅଟକାଇ ପଚରାଉଚରା କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ପିଲାମାନେ କହିଥିଲେ, ଶିକ୍ଷକ ୫ ଦିନ ହେଲା ସ୍କୁଲ୍‌କୁ ଆସି ନାହାନ୍ତି। ତେଣୁ ରୋଷେଇ ହୋଇପାରୁନି। ପାଖରେ ଥିବା ମୁଢ଼ି ଖାଇବା ସହିତ ନିଜେ ନିଜେ ରୋଷେଇ କରି ସେମାନେ ଗତକାଲି ପର୍ଯ୍ୟନ୍ତ ଖାଇଥିଲେ। କିନ୍ତୁ ଗତକାଲି ଚାଉଳ ସରି ଯିବାରୁ ପିଲାମାନେ ଖାଇବାକୁ ପାଇ ନଥିଲେ। ତେଣୁ ସେମାନେ ସ୍କୁଲ୍ ଛାଡ଼ି ଘରକୁ ପଳାଉଛନ୍ତି ବୋଲି କହିଥିଲେ।

ଟଙ୍ଗାବିଲାରେ ସେହି ପିଲାମାନଙ୍କୁ ଖାଇବାକୁ ଦିଆଯାଇଥିଲା।

ପରେ ଏମାନଙ୍କୁ ମିଶାଇ ହଷ୍ଟେଲ୍‌ରେ ରହୁଥିବା ୨୦ ଜଣ ପିଲାଙ୍କ ମଧ୍ୟରୁ ୧୫ ଜଣଙ୍କୁ ନିକଟତମ କୋହଲି ସ୍କୁଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ୫ ଜଣଙ୍କୁ ଘାଟକିଆ ସ୍କୁଲ୍‌ରେ ରଖାଯାଇଛି। ଏ ପିଲାମାନଙ୍କ ବୟସ ୫ରୁ ୧୦ ବର୍ଷ ମଧ୍ୟରେ ହେବ।

ଶିମିଳିପାଳ କୋର୍ ଅଞ୍ଚଳର ଏହି ୨୦ ପିଲାଙ୍କୁ କୋଝରା ପ୍ରାଥମିକ ବିଦ୍ୟାଳୟରେ ରଖି ପାଠପଢ଼ା ଯାଉଥିଲେ।

ଏ ଘଟଣା ସଂପର୍କରେ ଜଣାପଡ଼ିବା ପରେ ହଷ୍ଟେଲ୍‌ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story