ମଦ ପିଇ ଗାଡ଼ି ଚଲାଉଥିଲେ ଗଣିବେ ୧୦ ହଜାର ଟଙ୍କା

ବାଙ୍କୀ(ସଞ୍ଜିପ କୁମାର ନାୟକ): ଆସନ୍ତାକାଲିଠୁ ସାରା ରାଜ୍ୟରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହେବ। ହେଲେ ତା’ପୂର୍ବରୁ ଆଜି କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ  ବାଙ୍କୀସ୍ଥିତ ଜାତ ମୁଣ୍ଡିଆ ଛକରେ ଏମ୍‌ଭିଆଇ ଗାଡ଼ିଗୁଡିକୁ ଯାଞ୍ଚ କରିଥିଲେ। ତେବେ ଯାଞ୍ଚ ସମୟରେ  ଜଣେ ମଦୁଆ ବାଇକ୍‌ ଚାଳକଙ୍କୁ ଧରାଯାଇଥିଲା।  ତାଙ୍କ ନାଁ ରମେଶ କୁମାର। ତାଙ୍କ ଘର ତିଗିରିଆ ଶାସନରେ। ରମେଶଙ୍କଠାରୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଏଥିସହ ତାଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, […]

baki

baki

Jyoshna Pradhan
  • Published: Saturday, 30 November 2019
  • Updated: 30 November 2019, 02:52 PM IST

ବାଙ୍କୀ(ସଞ୍ଜିପ କୁମାର ନାୟକ): ଆସନ୍ତାକାଲିଠୁ ସାରା ରାଜ୍ୟରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହେବ। ହେଲେ ତା’ପୂର୍ବରୁ ଆଜି କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ  ବାଙ୍କୀସ୍ଥିତ ଜାତ ମୁଣ୍ଡିଆ ଛକରେ ଏମ୍‌ଭିଆଇ ଗାଡ଼ିଗୁଡିକୁ ଯାଞ୍ଚ କରିଥିଲେ। ତେବେ ଯାଞ୍ଚ ସମୟରେ  ଜଣେ ମଦୁଆ ବାଇକ୍‌ ଚାଳକଙ୍କୁ ଧରାଯାଇଥିଲା।  ତାଙ୍କ ନାଁ ରମେଶ କୁମାର। ତାଙ୍କ ଘର ତିଗିରିଆ ଶାସନରେ। ରମେଶଙ୍କଠାରୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଏଥିସହ ତାଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, କାଲିଠୁ ମୋଟର ଯାନ ଆଇନ କଡ଼ାକଡ଼ି କରିବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପରିବହନ କମିଶନରଙ୍କ ଚିଠି ଲେଖିଛନ୍ତି। ତେବେ ରାଜ୍ୟ ସରକାର ଗାଡି ଚାଳକଙ୍କୁ ଆବଶ୍ୟକ ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ୩ ମାସ କୋହଳ କରିଥିବାରୁ ଡକ୍ୟୁମେଣ୍ଟ ଯାଞ୍ଚ ହେବନି।  ହେଲେ ଯେଉଁମାନେ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଉଥିବେ ଧରାପଡିଲେ ଦଣ୍ଡିତ ହେବେ। ହେଲମେଟ୍ ପିନ୍ଧି ନଥିଲେ, ଦ୍ରୁତ ଗତିରେ ଗାଡ଼ି ଚଳାଇଲେ, ରେଡ୍ ଲାଇଟ୍ ନ ମାନିଲେ, ମଦ ପିଇ କିମ୍ବା ମୋବାଇଲ୍‌ରେ କଥା ହୋଇ ଗାଡ଼ି ଚଳାଉଥିଲେ, ଦୁଇ ଚକିଆରେ ୩ ଜଣ ବସିଥିଲେ, ଚାରିଚକିଆ ଯାନରେ ସିଟ୍‌ ବେଲ୍ଟ ନ ବାନ୍ଧି ଡ୍ରାଇଭିଂ କରୁଥିଲେ, ଯଦି ଓଭର ଲୋଡିଂ କରିଥିବେ ତା’ହେଲେ ଦଣ୍ଡିତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story