୧୦୦ ଏକର ପାଖୁଡ଼ି କିଆରି ଜଳିଗଲା; ଅଞ୍ଚଳବାସୀ ଭୟଭୀତ

କୋଣାର୍କ: ପୁରୀ ଜିଲ୍ଲା କାକଟପୁର କୁଣ୍ଢେଇ ପଞ୍ଚାୟତ ଛୋଟରାୟପୁର ଗାଁରେ ୧୦୦ ଏକର ପାଖୁଡ଼ି କିଆରିରେ ନିଆଁ ଲାଗିଛି। ନିଆଁ ଧୀରେଧୀରେ ବ୍ୟାପୁଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ନିଆଁ ଲିଭାଇବାରେ ୪ଟି ଦମକଳ ନିୟୋଜିତ ହୋଛନ୍ତି। ମାତ୍ର ନିଆଁ ଏତେ ଭୟଙ୍କର ଯେ ଆୟତ୍ତ କରିବା ସମ୍ଭବ ହେଉନାହିଁ। ନିଆଁ କେମିତି ଲାଗିଲା ତାହା ଜଣାପଡ଼ି ନାହିଁ। ପାଖୁଡ଼ି ପାନ ବରଜରେ ବ୍ୟବହାର ହୋଇଥାଏ।

konark fire

Rakesh Mallick
  • Published: Tuesday, 09 May 2017
  • , Updated: 09 May 2017, 09:52 PM IST

Related story