ହସ୍ପିଟାଲ ଆଇସୋଲେସନରେ ୧୦୯୨ଜଣ ସନ୍ଦିଗ୍ଧ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବଳ ରାୟଗଡ଼ା ଜିଲ୍ଲାକୁ ଛାଡ଼ି ସମଗ୍ର ରାଜ୍ୟରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିସୁଦ୍ଧା ମୋଟ ୧୫୯୩ଜଣ ସଂକ୍ରମିତ ହୋଇଛନ୍ତି । ଏଥିରେ ୭୭୪ଜଣ ସକ୍ରିୟ ସଂକ୍ରମିତ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୧୦୯୨ଜଣ ହସ୍ପିଟାଲ ଆଇସୋଲେସନରେ ରହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରି ସୁଦ୍ଧା ମୋଟ ୧ଲକ୍ଷ ୩୬ହଜାର ୨୭୪ଜଣଙ୍କ କୋଭିଡ-୧୯ ନମୂନା ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୧୫୯୩ଜଣଙ୍କ ପଜେଟିଭ ଚିହ୍ନଟ ହୋଇଥିବାବେଳେ ୮୧୨ଜଣ […]

corona-1

corona-1

Manoranjan Sial
  • Published: Wednesday, 27 May 2020
  • Updated: 27 May 2020, 08:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବଳ ରାୟଗଡ଼ା ଜିଲ୍ଲାକୁ ଛାଡ଼ି ସମଗ୍ର ରାଜ୍ୟରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିସୁଦ୍ଧା ମୋଟ ୧୫୯୩ଜଣ ସଂକ୍ରମିତ ହୋଇଛନ୍ତି । ଏଥିରେ ୭୭୪ଜଣ ସକ୍ରିୟ ସଂକ୍ରମିତ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୧୦୯୨ଜଣ ହସ୍ପିଟାଲ ଆଇସୋଲେସନରେ ରହିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରି ସୁଦ୍ଧା ମୋଟ ୧ଲକ୍ଷ ୩୬ହଜାର ୨୭୪ଜଣଙ୍କ କୋଭିଡ-୧୯ ନମୂନା ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୧୫୯୩ଜଣଙ୍କ ପଜେଟିଭ ଚିହ୍ନଟ ହୋଇଥିବାବେଳେ ୮୧୨ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୬୮ଜଣ ସଂକ୍ରମିତ ଥିବାବେଳେ ଯାଜପୁର ଜିଲ୍ଲାରେ ୨୪୨, ଖୋର୍ଦ୍ଧା ଜିଲ୍ଲାରେ ୯୯ଜଣ, ବରଗଡ଼,ନବରଙ୍ଗପୁର ଓ ସୋନପୁର ଜିଲ୍ଲାରେ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି। ଅବଶ୍ୟ ଗଞ୍ଜାମ ଜିଲ୍ଲାରେ ଏବେ ମାତ୍ର ୮୨ ସକ୍ରିୟ ସଂକ୍ରମିତ ଥିବାବେଳେ ୨୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଏବେବି ୩୯ଜଣ ସକ୍ରିୟ ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଛନ୍ତି। ଏସବୁ ବ୍ୟତୀତ କୋଭିଡ-୧୯ ଗାଇଡଲାଇନ ଉଲ୍ଲଘଂନ କରିବା ଅଭିଯୋଗରେ ମେ’ ୨୬ରୁ ୨୭ତାରିଖ ମଧ୍ୟରେ ମୋଟ ୬ଟି ମାମଲା ଦାଏର ହୋଇଛି ଓ ୨୮ଜଣଙ୍କୁ ଗିରଫ କରାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ୧୪,୫୦୭ଜଣ ଓଡ଼ିଆଙ୍କ ଘରକୁ ଫେରିଛନ୍ତି । ଏପର୍ଯ୍ୟନ୍ତ ଅନ୍ୟ ରାଜ୍ୟରୁ ମୋଟ ୩ଲକ୍ଷ ୩୬ହଜାର ୩୮୮ଜଣ ଫେରିଛନ୍ତି।

ରାଜ୍ୟର ୬୭୯୮ଟି ପଞ୍ଚାୟତରେ ୧୬,୬୩୨ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯାଇ ୭ଲକ୍ଷ ୩୧ହଜାର ୮୧୪ଟି ବେଡ୍ ବ୍ୟବସ୍ଥା ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆଜି ସୁଦ୍ଧା ୯୨ଲକ୍ଷ ୨୬ହଜାର ୮୫୨ଟି କାର୍ଡଧାରୀ ପରିବାରକୁ ଏକ ହଜାର ଟଙ୍କା ଲେଖାଏଁ ନଗଦ ରିଲିଫ ଆକାରରେ ୯୨୨.୬୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ଲକ୍ଷ ୧୮ହଜାର ୫୭୧ଟି ପରିବାରର ୩ଲକ୍ଷ ୧୮ହଜାର ୧୦୭ଜଣଙ୍କୁ ସାମିଲ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story