ହୋଲି ଖେଳ ପରେ କାଠଯୋଡ଼ିରେ ବୁଡ଼ି ଗଲେ ଛାତ୍ର

କଟକ (ଓଡ଼ିଶା ରିପୋର୍ଟର): ହୋଲି ଖେଳିସାରି ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଯାଇ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଗୋପାଳପୁରରେ ଏହି ଘଟଣା ଘଟିଛି। ମୃତ ଛାତ୍ରଙ୍କ ନାଁ ସତୀଶ ସାହୁ (୧୫)। ସେ ଏଥର ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିଲେ। ସତୀଶଙ୍କ ଘର ଗୋପାଳପୁର ଅଞ୍ଚଳରେ। ସେ ହୋଲି ଖେଳି ସାରିବା ପରେ କାଠଯୋଡ଼ିକୁ ଗାଧୋଇବାକୁ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର […]

dead

dead

Jitendra Garnayak
  • Published: Friday, 22 March 2019
  • Updated: 22 March 2019, 02:29 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ହୋଲି ଖେଳିସାରି ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଯାଇ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଗୋପାଳପୁରରେ ଏହି ଘଟଣା ଘଟିଛି।

ମୃତ ଛାତ୍ରଙ୍କ ନାଁ ସତୀଶ ସାହୁ (୧୫)। ସେ ଏଥର ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିଲେ।

ସତୀଶଙ୍କ ଘର ଗୋପାଳପୁର ଅଞ୍ଚଳରେ। ସେ ହୋଲି ଖେଳି ସାରିବା ପରେ କାଠଯୋଡ଼ିକୁ ଗାଧୋଇବାକୁ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story