- Videos
- Odisha
- ନକଲି କୀଟନାଶକ ବିକୁଥିବା ୧୧ କମ୍ପାନୀ ବ୍ୟାନ୍: ରାଜ୍ୟରେ କରିପାରିବେନି ବେପାର
ନକଲି କୀଟନାଶକ ବିକୁଥିବା ୧୧ କମ୍ପାନୀ ବ୍ୟାନ୍: ରାଜ୍ୟରେ କରିପାରିବେନି ବେପାର
- Published: Wednesday, 15 November 2017
- , Updated: 15 November 2017, 04:00 PM IST
<p>ଭୁବନେଶ୍ୱର: ରାଜ୍ୟରେ ନକଲି କୀଟନାଶକ ବିକ୍ରି ଘଟଣାରେ ୧୧ଟି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମାନେ ଆଉ ରାଜ୍ୟରେ କୀଟନାଶକ ବିକ୍ରି କରିପାରିବେ ନାହିଁ ବୋଲି କୃଷି ସଚିବ ସୌରଭ ଗର୍ଗ ଏହି କହିଛନ୍ତି।</p>
<p>ସେ ଆହୁରି କହିଛନ୍ତି,“ବର୍ଷାରୁ ଧାନକୁ ରକ୍ଷା ପାଇଁ ପୂର୍ବରୁ ଆଡଭାଇଜରି ଜାରି ହୋଇଥିଲା। ବର୍ଷା ବନ୍ଦ ହେବା ପରେ କ୍ଷୟକ୍ଷତିର ଆକଳନ କରାଯିବ। କେନ୍ଦ୍ରକୁ ମୋଟ ୧୭ଶହ ୧୪ କୋଟି ଟଙ୍କାର ସହାୟତା ମଗାଯାଇଛି।”</p>