ଦ୍ୱନ୍ଦ୍ୱ ଦୂର କଲେ ପୁଲିସ କମିଶନର: କହିଲେ- ଅସୁବିଧା ହେଲେ ୧୦୦ ଡାଏଲ୍‌ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ବେଳେ ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସାଧାରଣ ଲୋକ ଭୋଗୁଥିବା ସମସ୍ୟା ସମାଧାନ ପାଇଁ ବାଟ ବତାଇଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ। ୧୦୦କୁ ଡାଇଲ୍‌ କଲେ ସବୁ ସମସ୍ୟା ସମାଧାନ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି, “କେହି ରୋଗୀକୁ ଡାକ୍ତରଖାନା ନେଇ ଯାଉଥିଲେ ପୁଲିସ ଅଟକାଇବନି। ଯଦି କେହି ପୁଲିସ କର୍ମଚାରୀ ଅଟକାଉଛନ୍ତି, ତାହାହେଲେ ୧୦୦କୁ ଫୋନ କରନ୍ତୁ। କାରଣ ଗ୍ରାଉଣ୍ଡରେ ଏବେ ୬୪୦୦ […]

sudhansu

sudhansu

Manoranjan Sial
  • Published: Friday, 27 March 2020
  • Updated: 27 March 2020, 05:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ବେଳେ ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସାଧାରଣ ଲୋକ ଭୋଗୁଥିବା ସମସ୍ୟା ସମାଧାନ ପାଇଁ ବାଟ ବତାଇଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ। ୧୦୦କୁ ଡାଇଲ୍‌ କଲେ ସବୁ ସମସ୍ୟା ସମାଧାନ ହେବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “କେହି ରୋଗୀକୁ ଡାକ୍ତରଖାନା ନେଇ ଯାଉଥିଲେ ପୁଲିସ ଅଟକାଇବନି। ଯଦି କେହି ପୁଲିସ କର୍ମଚାରୀ ଅଟକାଉଛନ୍ତି, ତାହାହେଲେ ୧୦୦କୁ ଫୋନ କରନ୍ତୁ। କାରଣ ଗ୍ରାଉଣ୍ଡରେ ଏବେ ୬୪୦୦ ପୁଲିସ କର୍ମଚାରୀ କାମ କରୁଛନ୍ତି। ସମସ୍ତେ ହୁଏତ ସମସ୍ୟା ବୁଝିପାରିବେନି, ୧୦୦କୁ ଫୋନ୍ କଲେ ସମାଧାନ ହେବ। ଛାଡ଼ିବାକୁ ଭିଏଚ୍‌ଏଫ୍‌ ଜରିଆରେ ବାର୍ତ୍ତା ଯିବ। ତା’ପରେ ଆପଣ ଯାଇପାରିବେ। ଯଦି ଔଷଧ ପାଇଁ ପ୍ରେସକ୍ରିପସନ୍‌ ଅଛି, ତାହାହେଲେ ଔଷଧ ଆଣିବାକୁ ୧୦୦କୁ ଫୋନ୍ କରନ୍ତୁ। ୧୦୦କୁ ଫୋନ୍ କଲେ ସେମାନେ SMS ଦେବେ, ତାକୁ ଦେଖାଇ ଯାଇପାରିବେ।”

ସେ ଆହୁରି କହିଛନ୍ତି, “ସଂପର୍କୀୟଙ୍କ ମୃତ୍ୟୁ ହେଲେ, ଶେଷ ଦର୍ଶନରେ ଯିବାକୁ ୧୦୦କୁ ଫୋନ କରନ୍ତୁ। ୧୦୦କୁ ଫୋନ କଲେ ଆମ କର୍ମଚାରୀ ସେମାନଙ୍କ ଯିବାରେ ସାହାଯ୍ୟ କରିବେ। ଶେଷ ଦର୍ଶନ ପାଇଁ ବାହାରକୁ ଯିବାକୁ ଚାହୁଁଥିଲେ ୧୦୦କୁ ଜଣାନ୍ତୁ। ନିର୍ଦ୍ଦିଷ୍ଟ ସ୍ଥାନ ପର୍ଯ୍ୟନ୍ତ ଆମେ ପାସ୍‌ ଦେବୁ। ତାକୁ ଦେଖାଇ ଯାଇପାରିବେ। ୧୦୦ରେ ଏବେ ୧୨ ଜଣ କାମ କରୁଛନ୍ତି। ଆଗାମୀ ଦିନରେ ତାକୁ ୨୪କୁ ବୃଦ୍ଧି କରିବୁ।”

ଶ୍ରୀ ଷଡଙ୍ଗୀ ଆହୁରି କହିଛନ୍ତି-“୧ କିମି ଭିତରେ ପରିବା ଓ ଗ୍ରୋସରୀ ମିଳୁଥିଲେ ଚାଲି ଚାଲି ଯାଆନ୍ତୁ। ବୟସ୍କ ଲୋକଙ୍କୁ ଏମିତି ଜିନିଷ ଆଣିବାକୁ ପଡ଼ୋଶୀ ସାହାଯ୍ୟ କରନ୍ତୁ। ତେବେ ହୋମ୍‌ ଡେଲିଭରି ସିଷ୍ଟମକୁ ଆଉ ଟିକେ ସୁଦୃଢ଼ କରିବାକୁ ଚେଷ୍ଟା କରାଯାଉଛି।”

ଲକ୍‌ଡାଉନ୍‌ ବେଳେ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଖୋଲା ଅଛି। ହେଲେ ସବୁ ଗ୍ୟାରେଜ ବନ୍ଦ ରହିଛି। ଏହି ପ୍ରସଙ୍ଗରେ ସିପି ପ୍ରତିକ୍ରିୟା ରଖି କହିଛନ୍ତି, ଏ ଅସୁବିଧା ସଂପର୍କରେ ଆଲୋଚନା କରିବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story