୧୧ଦଫା ଦାବି ପୂରଣ ପାଇଁ ଖଡିଆଳରେ ଦୋକାନ ବଜାର ବନ୍ଦ

ନୂଆପଡ଼ା ଜିଲ୍ଲା ଖଡିଆଳ ଅଞ୍ଚଳର ସାମଗ୍ରିକ ବିକାଶ ୧୧ଦଫା ଦାବି ପୂରଣ ପାଇଁ ଆଜି ଖଡିଆଳ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଖଡିଆଳରେ ସବୁ ଦୋକାନ ବଜାରବନ୍ଦ ରହିଛି ।ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ବୁଦ୍ଧିଜିବି ମାନେ ସମର୍ଥନ କରିଛନ୍ତି ।

Khadi

Rakesh Mallick
  • Published: Monday, 18 May 2015
  • , Updated: 18 May 2015, 06:54 AM IST

ନୂଆପଡ଼ା ଜିଲ୍ଲା ଖଡିଆଳ ଅଞ୍ଚଳର ସାମଗ୍ରିକ ବିକାଶ ୧୧ଦଫା ଦାବି ପୂରଣ ପାଇଁ ଆଜି ଖଡିଆଳ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଖଡିଆଳରେ ସବୁ ଦୋକାନ ବଜାରବନ୍ଦ ରହିଛି ।ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ବୁଦ୍ଧିଜିବି ମାନେ ସମର୍ଥନ କରିଛନ୍ତି ।

ଖଡିଆଳ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଚିହ୍ନଟ ଜମି ତୁରନ୍ତ ହସାନ୍ତର ଓ ଖଡିଆଳର ବିକାଶରେ ବାଧା ଦେଉଥିବା ଜଙ୍ଗଲ ବିଭାଗର କର୍ମଚାରୀଙ୍କ ତୁରନ୍ତ ବଦଳି, ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ଡାକ୍ତର ପଦବୀ ପୂରଣ ଏବଂ ନୂତନ ହସପିଟାଲ ସ୍ଥାପନ ଏବଂ କିଡିନି ଓ ଜଣ୍ଡିସ ରୋଗୀଙ୍କୁ ସାହାଯ୍ୟ, ଫ୍ଲୋରାଇଡ ମୁକ୍ତ ପାନୀୟ ଜଳ ଯୋଗାଣ,  ଖଡିଆଳ ଠାରେ ଏକ ରେଲୱେ ଟିକେଟ ବୁକିଙ୍ଗ କାଉଣ୍ଟର ସ୍ଥାପନ ଆଦି ପ୍ରମୁଖ ଦାବି ଉପରେ ଆଜିର ବନ୍ଦ ପାଳନ କରାଯାଇଛି ।

Related story