ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ୧୨ ମୃତ: ୬୨ ବ୍ଲକ ଓ ୧୦୨୮ ଗାଁ ପ୍ରଭାବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ବ୍ୟାପକ ଅଞ୍ଚଳ ପ୍ରଭାବିତ ହୋଇଛି। ଉପକୂଳ ଠାରୁ ଆରମ୍ଭ କରି ଦକ୍ଷିଣ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଆସନ୍ତାକାଲି ଚଳିତ ବର୍ଷ ପ୍ରଥମଥର ପାଇଁ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ହେବାକୁ ଥିବାରୁ ପରିସ୍ଥିତି ଆହୁରି ସାଂଘାତିକ ହେବ ବୋଲି ଆଶଙ୍କା କରାଯାଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା […]

j-111

j-111

Rakesh Mallick
  • Published: Monday, 23 July 2018
  • Updated: 23 July 2018, 10:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ବ୍ୟାପକ ଅଞ୍ଚଳ ପ୍ରଭାବିତ ହୋଇଛି। ଉପକୂଳ ଠାରୁ ଆରମ୍ଭ କରି ଦକ୍ଷିଣ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଆସନ୍ତାକାଲି ଚଳିତ ବର୍ଷ ପ୍ରଥମଥର ପାଇଁ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ହେବାକୁ ଥିବାରୁ ପରିସ୍ଥିତି ଆହୁରି ସାଂଘାତିକ ହେବ ବୋଲି ଆଶଙ୍କା କରାଯାଛି।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟର ୬୨ ବ୍ଲକ, ୧୦୮୨ ଗାଁ ଓ ୩ଲକ୍ଷ ୨୪ ହଜାର ୮୫୫ ଜଣ ଲୋକ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। କୋରାପୁଟର ସର୍ବାଧିକ ୧୨ଟି ବ୍ଲକର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଏହି ବର୍ଷା ଓ ବନ୍ୟାରେ କଳାହାଣ୍ଡିରେ ସର୍ବାଧିକ ୫ ଓ ସମ୍ୱଲପୁରେ ୨ ଜଣଙ୍କ ସମେତ ମୋଟ୍‌ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ବରଗଡ଼, ଯାଜପୁର, କନ୍ଧମାଳ, କୋରାପୁଟ ଓ ସୋନପୁରରେ ଜଣେ ଲେଖାଏ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସେହିପରି ଅନୁଗୁଳର ୪ଟି, ବୌଦ୍ଧରେ ୩ଟି, ବରଗଡ଼ରେ ୪ଟି, ଦେବଗଡ଼ରେ ୨ଟି, କଳାହାଣ୍ଡିରେ ୧୧ଟି, କନ୍ଧମାଳରେ ୭ଟି, ରାୟଗଡ଼ରେ ୩ଟି, ସମ୍ୱଲପୁରରେ ୯ଟି, ସୁବର୍ଣ୍ଣପୂରରେ ୨ଟି ଓ ପୁରୀର ୫ଟି ବ୍ଲକ ବର୍ଷା ଓ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ସମ୍ୱଲପୁର ଓ ଯାଜପୁର ପୌରାଞ୍ଚଳ ସମେତ ଓ ୩ଟି ସହରର ୩୨ଟି ୱାର୍ଡବାସୀ ଜଳବନ୍ଦୀ ହୋଇ ରହିଛନ୍ତି। ୫୩୬୦ଟି ଘର ଆଶିଂକ ଓ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ୯ଟି ଜିଲ୍ଲାରେ ୫୧ଟି ଅସ୍ଥାୟୀ ରିଲିଫ୍‌ କ୍ୟାମ୍ପ ଖୋଲାଯାଇ ୧୩,୮୦୮ ଜଣ ଲୋକଙ୍କୁ ଆଶ୍ରୟ ଓ ଖାଦ୍ୟ ଯୋଗାଇ ଦିଆଯାଉଛି। କଟକରେ ୩ଟି  ଟିମ୍‌ ସମେତ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳରେ ମୋଟ୍‌ ୧୨ଟି ଓଡ୍ରାଫ୍‌ ଟିମ୍‌ ଓ ୮୫ଟି ଅଗ୍ନିଶମ ଟିମ୍‌ ମୁତୟନ ହୋଇଛନ୍ତି। ସେହିପରି ୫ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର(ବଡ଼ଚଣା), ପୁରୀ ଓ ଜଗତସିଂହପୁରରେ ନିୟୋଜିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story