- Videos
- Odisha
- ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ଆଜି ବଲାଙ୍ଗିର ଓ ସୁବର୍ଣ୍ଣପୁର ବନ୍ଦ
ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ଆଜି ବଲାଙ୍ଗିର ଓ ସୁବର୍ଣ୍ଣପୁର ବନ୍ଦ
- Published: Friday, 24 November 2017
- , Updated: 24 November 2017, 08:39 AM IST
<p>ବଲାଙ୍ଗିର: ପୁଣି ତେଜିଲା ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବି। ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ଆଜି ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କୋଶଳ ସମନ୍ୱୟ ସମିତି ସକାଳ ୬ଟାରୁ ଏହି ବନ୍ଦ ପାଳନ କରୁଛି। ପିକେଟିଂ କରାଯିବା ସହ ବିଭିନ୍ନ ସ୍କୁଲ ଓ କଲେଜ ବନ୍ଦ କରାଯାଇଛି। ସରକାରୀ ଅଫିସ୍ ଆଗରେ ଆନ୍ଦୋଳନକାରୀମାନେ ବିକ୍ଷୋଭ କରୁଛନ୍ତି। ବିଭିନ୍ନ ଦୋକାନ ବଜାର ବନ୍ଦ ରହିଛି। ଅନ୍ୟପକ୍ଷରେ ଜାତୀୟ ରାଜପଥ ୨୬ ଓ ୫୭ରେ ଗାଡ଼ି ଚଳାଚଳ ଠପ୍ ରହିଛି।</p>