୫ ଦଫା ଦାବିରେ ୧୨ ଘଣ୍ଟିଆ ଗୁଡ଼ାରୀ ବନ୍ଦ

Ordigital Desk
  • Published: Monday, 27 November 2017
  • , Updated: 27 November 2017, 10:56 AM IST
<p>ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଗୁଡ଼ାରୀ ବନ୍ଦ ଡାକରା ଦିଆଯାଇଛି।&nbsp; ଗୁଡ଼ାରୀ ଠାରେ ଥିବା ପାଣିଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ଭଳି ୫ ଦଫା ଦାବିରେ ଏହି ବନ୍ଦ ଡାକରା ଦେଇଛି ଅଖିଳ ଭାରତ ଜନମଞ୍ଚ, ବଂଶଧାରା କୃଷକ ସଂଘର୍ଷ ସମିତି ଓ ଅଖିଳ ଭାରତ କୃଷକ ମହାସଭା।</p> <p>ସ୍ଥାନୀୟ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।</p>

Related story