ବାହାରିଲା ୧୨ ନାଗ ସାପ ଛୁଆ, ଏଥର କେଉଁଠି ପଢ଼ନ୍ତୁ

<p>କଟକ( ପ୍ରଭାତ ବିଷୋୟୀ): ପୁଣି ନାଗ ସାପ ଛୁଆ ଉଦ୍ଧାର। ଏଥର କଟକ ଫୁଲନଖରାରୁ ୧୨ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛି। ଫୁଲନଖରାର ଆମ୍ରପଲ୍ଲି କଲ୍ୟାଣମଣ୍ଡପର କଂକ୍ରିଟ ଖୋଳି ସାପ ଛୁଆ ଗୁଡିକୁ ଉଦ୍ଧାର କରାଯାଇଛି। କଂକ୍ରିଟ୍ ଭିତରେ ସାପ ଛୁଆ ଗୁଡିକ ଅଣ୍ଡା ଦେଇଥିଲେ। ଏହାପରେ ସ୍ନେକ ହେଲ୍&zwnj;ପ ଲାଇନ୍&zwnj;କୁ ଡାକିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଳାଯାଇଥିଲା। ଖୋଳାଯିବା ପରେ ୧୨ଟି ନାଗ ସାପ ଛୁଆ ବାହାରିଥିଲା।</p> <p>ସୂଚନାଯୋଗ୍ୟ, ଗତ ତିନି ଦିନ ତଳେ &nbsp;ଭୁବନେଶ୍ୱରର କେଦାର ଗୌରୀ ଅଞ୍ଚଳରେ ଥିବା ଏକ ଲେଡିଜ୍&zwnj; ହଷ୍ଟେଲରୁ ନାଗ ସାପ ଛୁଆ ଉଦ୍ଧାର କରାଯାଇଥିଲା। ହଷ୍ଟେଲରେ ରହୁଥିବା ସାଗରିକା ସୁନ୍ଦରାୟ ନାମ୍ନୀ ଯୁବତୀ ରାତି ରୋଷେଇ ପାଇଁ ଚାଉଳ ଆଣିବାକୁ ଯାଇଥିଲେ। ଚାଉଳ ବସ୍ତା ଖୋଲିବା ବେଳେ ଭିତରେ କିଛି ଥିବା ସେ ଅନୁଭବ କରିଥିଲେ। କିଛି ସମୟ ପରେ ସେ ବସ୍ତା ମୁହଁ ଖୋଲିଦେବାରୁ ଏକ ନାଗ ଛୁଆ ନିଦ୍ୱର୍ନ୍ଦ୍ୱରେ ଖାଳୁଥିବା ଦେଖି ସେ ଡରି ଯାଇଥିଲେ। ନିଜ ସାଙ୍ଗମାନଙ୍କୁ ଏ କଥା ଜଣାଇ ତୁରନ୍ତ ବସ୍ତାର ମୁହଁ ବନ୍ଦ କରି ଦେଇଥିଲେ। ଘଟଣା ସମ୍ପର୍କରେ ସ୍ନେକ ହେଲ୍ପଲାଇନ୍&zwnj; ସମ୍ପାଦକ ସୁଭେନ୍ଦୁ ମଲ୍ଲିକଙ୍କୁ ଜଣାଇବା ପରେ ସେ ନାଗଛୁଆଟିକୁ ଉଦ୍ଧାର କରିଥିଲେ।</p>

Ordigital Desk
  • Published: Tuesday, 03 July 2018
  • Updated: 03 July 2018, 11:39 AM IST

Sports

Latest News

<p>କଟକ( ପ୍ରଭାତ ବିଷୋୟୀ): ପୁଣି ନାଗ ସାପ ଛୁଆ ଉଦ୍ଧାର। ଏଥର କଟକ ଫୁଲନଖରାରୁ ୧୨ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛି। ଫୁଲନଖରାର ଆମ୍ରପଲ୍ଲି କଲ୍ୟାଣମଣ୍ଡପର କଂକ୍ରିଟ ଖୋଳି ସାପ ଛୁଆ ଗୁଡିକୁ ଉଦ୍ଧାର କରାଯାଇଛି। କଂକ୍ରିଟ୍ ଭିତରେ ସାପ ଛୁଆ ଗୁଡିକ ଅଣ୍ଡା ଦେଇଥିଲେ। ଏହାପରେ ସ୍ନେକ ହେଲ୍&zwnj;ପ ଲାଇନ୍&zwnj;କୁ ଡାକିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଳାଯାଇଥିଲା। ଖୋଳାଯିବା ପରେ ୧୨ଟି ନାଗ ସାପ ଛୁଆ ବାହାରିଥିଲା।</p><p>ସୂଚନାଯୋଗ୍ୟ, ଗତ ତିନି ଦିନ ତଳେ &nbsp;ଭୁବନେଶ୍ୱରର କେଦାର ଗୌରୀ ଅଞ୍ଚଳରେ ଥିବା ଏକ ଲେଡିଜ୍&zwnj; ହଷ୍ଟେଲରୁ ନାଗ ସାପ ଛୁଆ ଉଦ୍ଧାର କରାଯାଇଥିଲା। ହଷ୍ଟେଲରେ ରହୁଥିବା ସାଗରିକା ସୁନ୍ଦରାୟ ନାମ୍ନୀ ଯୁବତୀ ରାତି ରୋଷେଇ ପାଇଁ ଚାଉଳ ଆଣିବାକୁ ଯାଇଥିଲେ। ଚାଉଳ ବସ୍ତା ଖୋଲିବା ବେଳେ ଭିତରେ କିଛି ଥିବା ସେ ଅନୁଭବ କରିଥିଲେ। କିଛି ସମୟ ପରେ ସେ ବସ୍ତା ମୁହଁ ଖୋଲିଦେବାରୁ ଏକ ନାଗ ଛୁଆ ନିଦ୍ୱର୍ନ୍ଦ୍ୱରେ ଖାଳୁଥିବା ଦେଖି ସେ ଡରି ଯାଇଥିଲେ। ନିଜ ସାଙ୍ଗମାନଙ୍କୁ ଏ କଥା ଜଣାଇ ତୁରନ୍ତ ବସ୍ତାର ମୁହଁ ବନ୍ଦ କରି ଦେଇଥିଲେ। ଘଟଣା ସମ୍ପର୍କରେ ସ୍ନେକ ହେଲ୍ପଲାଇନ୍&zwnj; ସମ୍ପାଦକ ସୁଭେନ୍ଦୁ ମଲ୍ଲିକଙ୍କୁ ଜଣାଇବା ପରେ ସେ ନାଗଛୁଆଟିକୁ ଉଦ୍ଧାର କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos