ଟ୍ରେନରେ ଘରକୁ ଫେରିବେ ୧୨ ଶହ ପ୍ରବାସୀ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ୧୨ ଶହ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିବେ। ଲକଡାଉନ୍ ବେଳେ ଏହି ଶ୍ରମିକମାନେ କେରଳରେ ଫସିଯାଇଥିଲେ। ଆଜି ରାତିରେ କେରଳରୁ ଭୁବନେଶ୍ୱର ଅଭିମୁଖେ ବାହାରିବେ ପ୍ରବାସୀ ଶ୍ରମିକ। ଆଜି ସଂଧ୍ୟା ୬ଟାରେ ଆଲୁଭାରୁ ଟ୍ରେନ ଭୁବନେଶ୍ୱର ଅଭିମୁଖେ ବାହାରିବ। ଏ ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରିବା ନେଇ ସର୍ତ୍ତମୂଳକ ନିୟମ ରଖିଥିଲେ। ଏହାପରେ ଅନେକ ରାଜ୍ୟର ଶ୍ରମିକ ମାନେ ଟ୍ରେନ […]

train

train

Subhransu Sekhar
  • Published: Friday, 01 May 2020
  • Updated: 01 May 2020, 01:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ୧୨ ଶହ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିବେ। ଲକଡାଉନ୍ ବେଳେ ଏହି ଶ୍ରମିକମାନେ କେରଳରେ ଫସିଯାଇଥିଲେ। ଆଜି ରାତିରେ କେରଳରୁ ଭୁବନେଶ୍ୱର ଅଭିମୁଖେ ବାହାରିବେ ପ୍ରବାସୀ ଶ୍ରମିକ। ଆଜି ସଂଧ୍ୟା ୬ଟାରେ ଆଲୁଭାରୁ ଟ୍ରେନ ଭୁବନେଶ୍ୱର ଅଭିମୁଖେ ବାହାରିବ। ଏ ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରିବା ନେଇ ସର୍ତ୍ତମୂଳକ ନିୟମ ରଖିଥିଲେ। ଏହାପରେ ଅନେକ ରାଜ୍ୟର ଶ୍ରମିକ ମାନେ ଟ୍ରେନ ଯୋଗେ ନିଜ ନିଜ ଘରକୁ ଫେରୁଛନ୍ତି।

ସେହିପରି ତାମିଲନାଡୁରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା କରୁଛନ୍ତି। ଗତକାଲି ଏ ନେଇ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ସହିତ ନବୀନ ଆଲୋଚନା କରିଥିବା ଜଣାପଡ଼ିଛି।

ଟ୍ରେନରେ ଆସିବା ବେଳେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ପାଳନ କରାଯିବ। ଭୁବନେଶ୍ୱରରେ ଏହି ଟ୍ରେନ ପହଞ୍ଚିବା ପରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯିବ। ଏମିତିକି ସରକାର ହୃଦବୋଧ କଲେ ଶ୍ରମିକଙ୍କର କରୋନା ପରୀକ୍ଷା କରିପାରନ୍ତି।

ସେହିପରି ଆଜି ଗୁଜରାଟର ସୁରତରୁ ପ୍ରବାସୀ ଓଡ଼ିଆଙ୍କର ଘର ବାହୁଡ଼ା ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୩ଟି ବସରେ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି ୧୦୮ ଜଣ । ଆଜି ଭୋର ପ୍ରାୟ ୪ଟା ବେଳେ ସେମାନେ ଆସିକାରେ ପହଞ୍ଚିଲେ। ଏହାପରେ ସମସ୍ତଙ୍କୁ ଡିଇପଲ ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ଏହି ପ୍ରବାସୀ ଓଡ଼ିଆମାନେ ନିଜ ଖର୍ଚ୍ଚରେ ଜଣଙ୍କ ପିଛା ୪,୫୦୦ ଟଙ୍କା ଦେଇ ଘରକୁ ଫେରିଛନ୍ତି।

ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ସୁରତରୁ ୨୧୭ଜଣ ପ୍ରବାସୀ ଓଡ଼ିଆ ଏପ୍ରିଲ ୨୯ ତାରିଖ ବିଳମ୍ୱିତ ରାତିରେ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଥିଲେ। ସେମାନଙ୍କୁ ଧରାକୋଟ ଆଦର୍ଶ ବିଦ୍ୟାଳୟ ଓ ଶେରଗଡ ଆଦର୍ଶ ବିଦ୍ୟାଳୟରେ ହୋଇଥିବା ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story