ଗଞ୍ଜାମରେ ୧୪୪ ଧାରା ଜାରି, ଛୁଟି ବାତିଲ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ‘କରୋନା’ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌ ଅନୁସାରେ ଗଞ୍ଜାମ ଜିଲ୍ଲାରେ କୌଣସି ଜନସମାଗମ ହୋଇପାରିବ ନାହିଁ। ସେଥିପାଇଁ ସମଗ୍ର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଏପରିକି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରା ତାରିଣୀଙ୍କ ଚୈତ୍ର ମେଳା ଆରମ୍ଭ ହୋଇଛି। ପ୍ରତି ମଙ୍ଗଳବାର ମାଆଙ୍କର ଏହି ମେଳା ହୋଇଥାଏ। […]

taratarini

taratarini

Manoranjan Sial
  • Published: Sunday, 15 March 2020
  • Updated: 15 March 2020, 09:24 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ‘କରୋନା’ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌ ଅନୁସାରେ ଗଞ୍ଜାମ ଜିଲ୍ଲାରେ କୌଣସି ଜନସମାଗମ ହୋଇପାରିବ ନାହିଁ। ସେଥିପାଇଁ ସମଗ୍ର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଏପରିକି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରା ତାରିଣୀଙ୍କ ଚୈତ୍ର ମେଳା ଆରମ୍ଭ ହୋଇଛି। ପ୍ରତି ମଙ୍ଗଳବାର ମାଆଙ୍କର ଏହି ମେଳା ହୋଇଥାଏ। ସେଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ପୀଠକୁ ଆସୁଛନ୍ତି। ମାନସିକ ପୂରଣ ପାଇଁ ପୂଜା କରୁଛନ୍ତି। ତେବେ ‘କରୋନା’ ପାଇଁ ଜିଲ୍ଲା ପ୍ରଶାସନ ମାଆଙ୍କ ଏହି ଯାତ୍ରାକୁ ମହାଆଡ଼ମ୍ୱରେ ନକରିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ମାଆଙ୍କ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ମାନସିକଧାରୀମାନେ ପୀଠରେ ମୁଣ୍ଡନ କରିପାରିବେ ନାହିଁ। ଏହାଛଡ଼ା ମେଳା ସମୟରେ ତାରା ତାରେଣୀ ପୀଠକୁ ଚାଲିବାକୁ ଥିବା ଗାଡ଼ି ବନ୍ଦ ରହିଛି। ଆଜି ବସିଥିବା ଚୈତ୍ର ମେଳା ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ତେବେ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ସେବାୟତ ଓ ସ୍ଥାନୀୟ ବୁଦ୍ଧିଜୀବୀ ବିରୋଧ କରିଛନ୍ତି। ସେହିପରି ମାର୍ଚ୍ଚ ୧ ତାରିଖରୁ ହେବାକୁ ଥିବା ଦଣ୍ଡନାଚକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

‘କରୋନା’ ପାଇଁ ସମଗ୍ର ଜିଲ୍ଲାରେ ସଭା ସମିତି ହୋଇପାରିବ ନାହିଁ। ସେଥିପାଇଁ ୧୪୪ ଧାରା ଜାରି କରାଯାଇଛି। ‘କରୋନା’ର ମୁକାବିଲା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story