ମା’ ଭଗବତୀ ପୀଠରେ ଆଜିଠୁ ୧୪୪ ଧାରା

ବାଲୁଗାଁ(ଓଡ଼ିଶା ରିପୋର୍ଟର): ପାର୍ବଣ ଋତୁରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଆଜିଠାରୁ ଖୋର୍ଦ୍ଧା ବାଣପୁରର ମା’ ଭଗବତୀଙ୍କ ପୀଠରେ ଲାଗୁ ହେବ ୧୪୪ ଧାରା। ଆଜି ସଂଧ୍ୟାରୁ ଲାଗୁ ହେବ  ଏହି କଟକଣା। ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଚାଲିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ସଂଧ୍ୟା ୭ଟାରୁ ଆସନ୍ତା ୧୫ ତାରିଖ ସକାଳ ୬ଟା ଯାଏ ବାଣପୁର କଲେଜ ଛକରୁ ମା’ଙ୍କ ମନ୍ଦିର […]

maa bhagabati pitha

maa bhagabati pitha

Niharika Rout
  • Published: Wednesday, 06 October 2021
  • Updated: 06 October 2021, 12:37 PM IST

Sports

Latest News

ବାଲୁଗାଁ(ଓଡ଼ିଶା ରିପୋର୍ଟର): ପାର୍ବଣ ଋତୁରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଆଜିଠାରୁ ଖୋର୍ଦ୍ଧା ବାଣପୁରର ମା’ ଭଗବତୀଙ୍କ ପୀଠରେ ଲାଗୁ ହେବ ୧୪୪ ଧାରା। ଆଜି ସଂଧ୍ୟାରୁ ଲାଗୁ ହେବ  ଏହି କଟକଣା।

ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଚାଲିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ସଂଧ୍ୟା ୭ଟାରୁ ଆସନ୍ତା ୧୫ ତାରିଖ ସକାଳ ୬ଟା ଯାଏ ବାଣପୁର କଲେଜ ଛକରୁ ମା’ଙ୍କ ମନ୍ଦିର ଯାଏ ୧୪୪ ଧାରା ଜାରି କରାଯିବ ।

ଅମାବାସ୍ୟ ପ୍ରତିପଦାରେ ମା’ ଭଗବତୀଙ୍କର ଭଉଣୀ ବିରଜାଇଙ୍କ ସହ ମିଳନ ହେବାର ପରମ୍ପରା ରହିଛି  । ଏହି ଅପୂର୍ବ ମିଳନ ବାଣପୁର ବଜାରରେ ହୋଇଥାଏ  । ଏହି ମୁହୂର୍ତ୍ତକୁ ଦେଖିବା ଲାଗି ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ ହୋଇଥାଏ  ।

ସୂଚନାଯୋଗ୍ୟ, ଅକ୍ଟୋବର ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଥିଲେ, ଧାର୍ମିକ ସମାରୋହ ପାଳନରେ କଟକଣା ରହିନଥିବାରୁ ଲୋକ ଏକଜୁଟ ହେଉଛନ୍ତି ଓ ତାହା ଦେଶର କେତେକ ସ୍ଥାନରେ ସଂକ୍ରମଣ ହାରକୁ ବୃଦ୍ଧି କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଲୋକଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଚଳିତ ପୂଜା ଓ ପାର୍ବଣରେ କିଛି କଟକଣା ଜାରି କରାଯାଇଛି। ରାଜ୍ୟ ସରକାର ନଭେମ୍ବର ୧ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ନୂଆ କୋଭିଡ୍ କଟକଣା ଜାରି କରିଛନ୍ତି।

ଏହି କଟକଣା ଅନୁଯାୟୀ, ରାଜ୍ୟ ତମାମ କେଉଁଠିବି ସାପ୍ତାହିକ ସଟଡାଉନ୍ ଲାଗୁ ହେବ ନାହିଁ। ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଚାଲିଥିଲେ ମଧ୍ୟ ମାତ୍ର ରାଜ୍ୟର ସହରାଂଚଳରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ମାତ୍ର କଟକ ଓ ଭୁବନେଶ୍ୱରରେ ଏହି ନାଇଟ୍ କର୍ଫ୍ୟୁ ଅକ୍ଟୋବର ୧୧ରୁ ୨୦ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ । ତେବେ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଦୋକାନ, ମଲ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ରାଜ୍ୟବ୍ୟାପୀ ଖୋଲା ରହିବ। ସମସ୍ତ ପ୍ରକାରର ଧାର୍ମିକ ସମାରୋହ, ଉତ୍ସବ ପାଳନ ଉପରେ କଟକଣା ବଳବତ୍ତର ରହିବ । ଆଗକୁ ଦୀପାବଳି ଆସୁଥିବାବେଳେ ସରକାର ଚଳିତ ପାର୍ବଣ ଋତୁରେ ବାଣ ବିକ୍ରି ଓ ଫୁଟାଇବା ଉପରେ ରାଜ୍ୟବ୍ୟାପୀ କଟକଣା ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story