୧୫ ଛାତ୍ରୀ ଝାଡ଼ାବାନ୍ତିରେ ଅସୁସ୍ଥ

ସୁନ୍ଦରଗଡ଼,(ଓଡ଼ିଶା ରିପୋର୍ଟର) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ୍‌ ଉଲସୁରେଇ କନ୍ୟା ଆଶ୍ରମର ଛାତ୍ରୀ ଅସୁସ୍ଥ। ୧୫ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଲହୁଣୀପଡ଼ା ଓ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ମାଟ୍ରିକ୍‌ ପରୀକ୍ଷା ଦେଇ ଆସିବାପରେ ପେଟ କାଟିଥିଲା। ଏକ ଟିମ୍‌ ସ୍କୁଲ ଯାଇ ଛାତ୍ରୀମାନଙ୍କ ଚିକିତ୍ସା କରିଥିଲେ ବି ସେମାନେ ଭଲ ହୋଇନଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

student

Tapas Behera
  • Published: Sunday, 24 February 2019
  • , Updated: 24 February 2019, 06:52 PM IST

ସୁନ୍ଦରଗଡ଼,(ଓଡ଼ିଶା ରିପୋର୍ଟର) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ୍‌ ଉଲସୁରେଇ କନ୍ୟା ଆଶ୍ରମର ଛାତ୍ରୀ ଅସୁସ୍ଥ। ୧୫ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଲହୁଣୀପଡ଼ା ଓ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶୁକ୍ରବାର ମାଟ୍ରିକ୍‌ ପରୀକ୍ଷା ଦେଇ ଆସିବାପରେ ପେଟ କାଟିଥିଲା। ଏକ ଟିମ୍‌ ସ୍କୁଲ ଯାଇ ଛାତ୍ରୀମାନଙ୍କ ଚିକିତ୍ସା କରିଥିଲେ ବି ସେମାନେ ଭଲ ହୋଇନଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Related story