ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ, ଘୋଷଣା କଲେ ନବୀନ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କରୋନା ବିପଦବେଳେ ନିଜ ଜୀବନକୁ ବାଜି ଲଗାଇ କାମ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପୂର୍ବରୁ ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏହି ବିପଦ ସମୟରେ ସାମ୍ବାଦିକମାନେ ବୁଲି ବୁଲି ଲୋକଙ୍କୁ ଅପଡେଟ ଖବର ଦେଉଥିଲେ ହେଁ ସେମାନଙ୍କ ପାଇଁ କୌଣସି ସହାୟତା କିମ୍ବା ଅନୁକମ୍ପା ପ୍ରଦର୍ଶନ କାରାଯାଇ ନ ଥିଲା। ହେଲେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସହାୟତା ରାଶି […]

5690

5690

Tapas Behera
  • Published: Monday, 27 April 2020
  • Updated: 27 April 2020, 03:21 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କରୋନା ବିପଦବେଳେ ନିଜ ଜୀବନକୁ ବାଜି ଲଗାଇ କାମ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପୂର୍ବରୁ ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏହି ବିପଦ ସମୟରେ ସାମ୍ବାଦିକମାନେ ବୁଲି ବୁଲି ଲୋକଙ୍କୁ ଅପଡେଟ ଖବର ଦେଉଥିଲେ ହେଁ ସେମାନଙ୍କ ପାଇଁ କୌଣସି ସହାୟତା କିମ୍ବା ଅନୁକମ୍ପା ପ୍ରଦର୍ଶନ କାରାଯାଇ ନ ଥିଲା।

ହେଲେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସହାୟତା ରାଶି ଘୋଷଣା ଘୋଷଣା କରିଛନ୍ତି। ଯଦି କାର୍ଯ୍ୟରତ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ଘଟେ ତେବେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ସାମ୍ବାଦିକଙ୍କ ପ୍ରତି ଅନୁକମ୍ପାନମୂଳକ ସହାୟତା ଘୋଷଣା କରି ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story