ଫିନାଇଲ ମିଶା ଚୁଡ଼ା ଖାଇ ୧୫୦ ଛାତ୍ରୀ ଅସୁସ୍ଥ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବଡ଼ପଡ଼ା କନ୍ୟାଶ୍ରମରେ ଫିନାଇଲ ମିଶା ଚୁଡ଼ା ଖାଇ ୧୫୦ ଛାତ୍ରୀ ଅସୁସ୍ଥ  ହୋଇପଡ଼ିଛନ୍ତି। ଛାତ୍ରୀମାନଙ୍କୁ ଜାନବାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ  ସେମାନଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ମଧ୍ୟାହ୍ନ ଭୋଜନ ଖାଇ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ୪ଟି ସ୍କୁଲର ୮୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ।

Rakesh Mallick
  • Published: Friday, 15 September 2017
  • Updated: 15 September 2017, 02:19 PM IST

Sports

Latest News

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବଡ଼ପଡ଼ା କନ୍ୟାଶ୍ରମରେ ଫିନାଇଲ ମିଶା ଚୁଡ଼ା ଖାଇ ୧୫୦ ଛାତ୍ରୀ ଅସୁସ୍ଥ  ହୋଇପଡ଼ିଛନ୍ତି। ଛାତ୍ରୀମାନଙ୍କୁ ଜାନବାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ  ସେମାନଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ମଧ୍ୟାହ୍ନ ଭୋଜନ ଖାଇ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ୪ଟି ସ୍କୁଲର ୮୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story