ମହାମାରୀ କରୋନାରୁ ୧୫୨୫ ଆରୋଗ୍ୟ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୧୫୨୫ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ମୋଟ୍‌ ୯୬୮୪୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 1525 Covid patients have recovered and are being discharged on 07.08.2021 398 from Khordha239 from Cuttack95 from Jagatsinghpur84 from Baleswar84 from Puri71 from Bhadrak70 from Jajapur51 from Anugul50 from […]

Corona

Manoranjan Sial
  • Published: Saturday, 07 August 2021
  • , Updated: 07 August 2021, 09:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୧୫୨୫ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ମୋଟ୍‌ ୯୬୮୪୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1423994303987159043?s=20

ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୩୯୮ ଜଣ ଅଛନ୍ତି। ସେହିପରି କଟକରୁ ୨୩୯, ଜଗତସିଂହପୁରରୁ ୯୫, ବାଲେଶ୍ୱରରୁ ୮୪, ପୁରୀରୁ ୮୪, ଭଦ୍ରକରୁ ୭୧, ଯାଜପୁରରୁ ୭୦, ଅନୁଗୋଳରୁ ୫୧, କେନ୍ଦ୍ରାପଡ଼ାରୁ ୫୦, ଢ଼େଙ୍କାନାଳରୁ ୪୫, ମୟୂରଭଞ୍ଜରୁ ୩୮, ନୟାଗଡ଼ରୁ ୩୮, ସୁନ୍ଦରଗଡ଼ରୁ ୨୬, ସମ୍ୱଲପୁରରୁ ୧୮, ସୋନପୁରରୁ ୧୭, ରାୟଗଡ଼ାରୁ ୧୬, କନ୍ଧମାଳରୁ ୧୧, କେନ୍ଦୁଝରରୁ ୧୧, ବଲାଙ୍ଗିରରୁ ୧୦, ମାଲକାନଗିରିରୁ ୧୦, ଗଞ୍ଜାମରୁ ୮, ବୌଦ୍ଧରୁ ୭, ଗଜପତିରୁ ୭, ନବରଙ୍ଗପୁରରୁ ୬, ବରଗଡ଼ରୁ ୫, କଳାହାଣ୍ଡିରୁ ୫, କୋରାପୁଟରୁ ୫, ଝାରସୁଗୁଡ଼ାରୁ ୩, ନୂଆପଡ଼ାରୁ ୩ ଓ ଷ୍ଟେଟ୍‌ପୁଲରୁ ୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1423994308554723328?s=20

Related story