୧୬ରୁ ୨୩ ଯାଏଁ ଭୁବନେଶ୍ୱର-ବାଙ୍ଗିରିପୋଷି ଟ୍ରେନ୍‌ ବାତିଲ

ଭୁବନେଶ୍ୱର: ରେଳ ଲାଇନ କାମ ପାଇଁ କିଛି ଟ୍ରେନ ବାତିଲ ହୋଇଛି। ୧୬ରୁ ୨୩ ଯାଏଁ ଭୁବନେଶ୍ୱର-ବାଙ୍ଗିରିପୋଷି ଟ୍ରେନ ବାତିଲ ହୋଇଛି। ସେହିପରି ୧୫ରୁ ୨୩ ଯାଏଁ ଦୀଘା-ବିଶାଖାପାଟଣା ଏକ୍ସପ୍ରେସ, ୧୮ରେ ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ, ୨୧ରେ ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ, ୧୯ରେ ପାରାଦୀପ-ସନ୍ତ୍ରାଗାଛି ଏକ୍ସପ୍ରେସ ଓ ୨୦ରେ ସନ୍ତ୍ରାଗାଛି-ପାରାଦୀପ ଏକ୍ସପ୍ରେସ ବାତିଲ ହୋଇଛି।

201606261713041kv

Rakesh Mallick
  • Published: Wednesday, 14 June 2017
  • , Updated: 14 June 2017, 10:16 PM IST

Related story