୧୬ରୁ ବିମାନ ସେବା ପାଇବେ ଜୟପୁରବାସୀ

ଜୟପୁର: ଜୟପୁର ଏୟାରଷ୍ଟ୍ରିପରେ ଆସନ୍ତା ୧୬ରୁ ନିତିଦିନିଆ ବିମାନ ସେବା ଆରମ୍ଭ ହେବ । ଏକାସାଙ୍ଗରେ ୯ଜଣ ଯାତ୍ରୀ ବିମାନରେ ଯାତ୍ରା କରିପାରିବେ। ସପ୍ତାହରେ ରବିବାର ବିମାନ ସେବା ବନ୍ଦ ରହିବ। ଶୁକ୍ରବାର ଏୟାର ଓଡ଼ିଶା ପକ୍ଷରୁ ଏଠାରେ ଟ୍ରାଏଲ ରନ୍ କରାଯାଇଛି। ଭୁବନେଶ୍ୱରରୁ ବାହାରି ଜୟପୁର ଏୟାରଷ୍ଟ୍ରିପରେ ଏୟାର ଓଡ଼ିଶା ବିମାନ ଏଠାରେ ପହଞ୍ଚିଥିଲା। ଟ୍ରାଏଲ୍ ରନ୍ ସମୟରେ ଏୟାର ଓଡ଼ିଶା ଷ୍ଟାଫ୍ ଉପସ୍ଥିତ ଥିଲେ। ସେମାନେ ଏୟାରଷ୍ଟ୍ରିପର ପାରିପାର୍ଶ୍ୱକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ […]

jeypore

jeypore

Rakesh Mallick
  • Published: Friday, 08 January 2016
  • Updated: 08 January 2016, 10:36 AM IST

Sports

Latest News

jeyporeଜୟପୁର: ଜୟପୁର ଏୟାରଷ୍ଟ୍ରିପରେ ଆସନ୍ତା ୧୬ରୁ ନିତିଦିନିଆ ବିମାନ ସେବା ଆରମ୍ଭ ହେବ । ଏକାସାଙ୍ଗରେ ୯ଜଣ ଯାତ୍ରୀ ବିମାନରେ ଯାତ୍ରା କରିପାରିବେ। ସପ୍ତାହରେ ରବିବାର ବିମାନ ସେବା ବନ୍ଦ ରହିବ। ଶୁକ୍ରବାର ଏୟାର ଓଡ଼ିଶା ପକ୍ଷରୁ ଏଠାରେ ଟ୍ରାଏଲ ରନ୍ କରାଯାଇଛି। ଭୁବନେଶ୍ୱରରୁ ବାହାରି ଜୟପୁର ଏୟାରଷ୍ଟ୍ରିପରେ ଏୟାର ଓଡ଼ିଶା ବିମାନ ଏଠାରେ ପହଞ୍ଚିଥିଲା। ଟ୍ରାଏଲ୍ ରନ୍ ସମୟରେ ଏୟାର ଓଡ଼ିଶା ଷ୍ଟାଫ୍ ଉପସ୍ଥିତ ଥିଲେ। ସେମାନେ ଏୟାରଷ୍ଟ୍ରିପର ପାରିପାର୍ଶ୍ୱକ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏ ସଂପର୍କରେ ସେମାନେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ। ୬୦ଏକର ଜାଗା ପରିମିତ ଉପରେ ରହିଛି ଜୟପୁର ଏୟାରଷ୍ଟ୍ରିପ୍। ଏହାର ଲମ୍ୱ ୯ଶହ ମିଟର ଥିବାବେଳେ ଓସାର ୧୫ମିଟର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story