ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୧୮ ପ୍ରତିଶତ ମତଦାନ

ଭୁବନେଶ୍ୱର(ଭୁବନେଶ୍ୱର): ଆଜି ରାଜ୍ୟରେ ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି। ତେଣୁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ କିଛି ଜାଗାରେ ଭୋଟ୍ ଗ୍ରହଣ ଆରମ୍ଭ ହେବା ପରେ ଇଭିଏମ୍ ଅଚଳ ହୋଇ ପଡ଼ିଥିବା ଖବର ଆସିଥିଲା। ହେଲେ  ଦିନ ୧୧ଟା ସୁଦ୍ଧା ୧୮ ପ୍ରତିଶତ ମତଦାନ ଗ୍ରହଣ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କନ୍ଧମାଳରେ ୧୬%, ବରଗଡ଼-୨୦%, […]

election

Jyoshna Pradhan
  • Published: Thursday, 18 April 2019
  • , Updated: 18 April 2019, 12:26 PM IST

ଭୁବନେଶ୍ୱର(ଭୁବନେଶ୍ୱର): ଆଜି ରାଜ୍ୟରେ ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି। ତେଣୁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ କିଛି ଜାଗାରେ ଭୋଟ୍ ଗ୍ରହଣ ଆରମ୍ଭ ହେବା ପରେ ଇଭିଏମ୍ ଅଚଳ ହୋଇ ପଡ଼ିଥିବା ଖବର ଆସିଥିଲା।

ହେଲେ  ଦିନ ୧୧ଟା ସୁଦ୍ଧା ୧୮ ପ୍ରତିଶତ ମତଦାନ ଗ୍ରହଣ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କନ୍ଧମାଳରେ ୧୬%, ବରଗଡ଼-୨୦%, ଆସିକା-୨୦%, ସୁନ୍ଦରଗଡ଼-୧୮% ଓ ବଲାଙ୍ଗିର ସଂସଦୀୟ କ୍ଷେତ୍ରରେ ୧୫% ମତଦାନ ହୋଇଛି।

ସକାଳେ ୯ଟା ମଧ୍ୟରେ  ୭ ପ୍ରତିଶତ ମତଦାନ ହୋଇଥିଲା।

Related story