୧୯ରୁ ବିଧାନସଭା ଆଗରେ ଧାରଣା ଦେବ ଓଡ଼ିଶା ଅମଲା ସଂଘ

ବଲାଙ୍ଗିର: ଦୁଇ ଦଫା ଦାବି ପୂରଣ ନେଇ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ବିଧାନସଭା ଆଗରେ ଧାରଣା ଦେବ ସର୍ବ ପୁରାତନ ଓଡ଼ିଶା ଅମଲା ସଂଘ। ଏ ନେଇ ବଲାଙ୍ଗିର କଦଳୀମୁଣ୍ଡା ନର୍ସରୀଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ଅମଲା ସଂଘର ରାଜ୍ୟ ସଭାପତି ଶତ୍ରୁଘ୍ନ ପାଣିଗ୍ରାହୀ। ଜିଲ୍ଳା ସ୍ତରରେ କାର୍ଯ୍ୟରତ ଅମଲାମାନଙ୍କର ବେତନ ବୃଦ୍ଧି, କନିଷ୍ଠ କିରାଣୀ,ବରିଷ୍ଠ କିରାଣୀ ଓ ମୁଖ୍ୟ କିରାଣୀ ପଦକୁ ଉଚ୍ଛେଦ କରି ଏହି […]

amalasangha

amalasangha

Rakesh Mallick
  • Published: Monday, 17 August 2015
  • Updated: 17 August 2015, 05:22 AM IST

Sports

Latest News

ବଲାଙ୍ଗିର: ଦୁଇ ଦଫା ଦାବି ପୂରଣ ନେଇ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ବିଧାନସଭା ଆଗରେ ଧାରଣା ଦେବ ସର୍ବ ପୁରାତନ ଓଡ଼ିଶା ଅମଲା ସଂଘ। ଏ ନେଇ ବଲାଙ୍ଗିର କଦଳୀମୁଣ୍ଡା ନର୍ସରୀଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ଅମଲା ସଂଘର ରାଜ୍ୟ ସଭାପତି ଶତ୍ରୁଘ୍ନ ପାଣିଗ୍ରାହୀ। ଜିଲ୍ଳା ସ୍ତରରେ କାର୍ଯ୍ୟରତ ଅମଲାମାନଙ୍କର ବେତନ ବୃଦ୍ଧି, କନିଷ୍ଠ କିରାଣୀ,ବରିଷ୍ଠ କିରାଣୀ ଓ ମୁଖ୍ୟ କିରାଣୀ ପଦକୁ ଉଚ୍ଛେଦ କରି ଏହି ପଦଗୁଡ଼ିକୁ କାର୍ଯ୍ୟକାରୀ ସହାୟକ ଓ ମୁଖ୍ୟ ସହାୟକ ଭାବେ ନାମିତ କରିବାକୁ ଦାବି କରିଛି ସଂଘ। ଆସନ୍ତା ୧୯ ତାରିଖରୁ ହେବାକୁ ଥିବା ଧାରଣାରେ ବଲାଙ୍ଗିର ଜିଲ୍ଳା ସହିତ ବିଭିନ୍ନ ଜିଲ୍ଳାର ଅମଲାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ରାଜ୍ୟ ସଭାପତି ଶତ୍ରୁଘ୍ନ ପାଣିଗ୍ରାହୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story