ଗଭୀର ସମୁଦ୍ରରେ ୨ ବୋଟ୍ ନିଖୋଜ, ମିଳୁନି ୧୩ ମତ୍ସ୍ୟଜୀବୀଙ୍କ ପତ୍ତା

ପାରାଦୀପ(ରମାକାନ୍ତ ନାୟକ):ପାରାଦୀପରୁ ଗଭୀର ସମୁଦ୍ର ଅଭିମୁଖେ ଯାଇଥିବା ୨ଟି ମାଛଧରା ବୋଟ୍ ନିଖୋଜ ହୋଇଯାଇଛି। ଏଥରେ ଥିବା ୧୩ ଜଣ ମତ୍ସ୍ୟଜୀବୀଙ୍କର ସହିତ କୌଣସି ପ୍ରକାର ଯୋଗାଯୋଗ କରିବା ସମ୍ଭବ ହୋଇପାରୁନାହିଁ। ୫ଦିନ ତଳେ କିନାରା ଓ ଦେବୀ ଲକ୍ଷ୍ମୀ ବୋଟ୍‌ ନାମକ ଦୁଇଟି ମାଛ ଧରା ବୋଟ୍‌ ପାରାଦୀପରୁ ଗଭୀର ସମୁଦ୍ର ଅଭିମୁଖେ ଯାଇଥିଲେ। ବୋଟ୍‌ ୨ଟି ଗଭୀର ସମୁଦ୍ର ଭିତରକୁ ଯିବା ପରେ ସେଥିରେ ଥିବା ମତ୍ସ୍ୟଜୀବୀଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା। […]

boat

boat

Tapaswini Nayak
  • Published: Monday, 16 January 2023
  • Updated: 16 January 2023, 08:13 AM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ):ପାରାଦୀପରୁ ଗଭୀର ସମୁଦ୍ର ଅଭିମୁଖେ ଯାଇଥିବା ୨ଟି ମାଛଧରା ବୋଟ୍ ନିଖୋଜ ହୋଇଯାଇଛି। ଏଥରେ ଥିବା ୧୩ ଜଣ ମତ୍ସ୍ୟଜୀବୀଙ୍କର ସହିତ କୌଣସି ପ୍ରକାର ଯୋଗାଯୋଗ କରିବା ସମ୍ଭବ ହୋଇପାରୁନାହିଁ।

୫ଦିନ ତଳେ କିନାରା ଓ ଦେବୀ ଲକ୍ଷ୍ମୀ ବୋଟ୍‌ ନାମକ ଦୁଇଟି ମାଛ ଧରା ବୋଟ୍‌ ପାରାଦୀପରୁ ଗଭୀର ସମୁଦ୍ର ଅଭିମୁଖେ ଯାଇଥିଲେ। ବୋଟ୍‌ ୨ଟି ଗଭୀର ସମୁଦ୍ର ଭିତରକୁ ଯିବା ପରେ ସେଥିରେ ଥିବା ମତ୍ସ୍ୟଜୀବୀଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା। ଏଥିପାଇଁ ବୋଟ୍‌ ମାଲିକ ଚିନ୍ତିତ ହୋଇ ପଡ଼ିଥିଲେ। ଏନେଇ  କୁଜଙ୍ଗ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କ ସହାୟତା ଲୋଡ଼ିଥିଲେ। ଅନ୍ୟପକ୍ଷରେ ବୋଟ୍ ଦୁଇଟିକୁ ଠାବ କରିବା ସହିତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପାଇଁ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ କୋଷ୍ଟଗାର୍ଡ ଏବଂ ମେରାଇନ ପୁଲିସର ସହାୟତା ଲୋଡିଛନ୍ତି। ବୋଟ୍ ଦୁଇଟିକୁ ଠାବ କରିବା ସହିତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଏକ କୋଷ୍ଟଗାର୍ଡ ଓ ମେରାଇନ ପୁଲିସ ଏକ ଚିଠି ଲେଖିଛନ୍ତି।

ପାରାଦୀପରୁ ଉତ୍ତରକୁ ପ୍ରାୟ ୧୬୩ କିଲୋମିଟର ଦୂର ଗଭୀର ସମୁଦ୍ରରେ ବୋଟ ଦୁଇଟି ନିଖୋଜ ହୋଇଯାଇଥିବା  ଅନୁମାନ କରାଯାଉଛି।  ଗୋଟିଏ ଡଙ୍ଗାରେ ୭ ଜଣ ମତ୍ସ୍ୟଜୀବୀ ଥିବାବେଳେ ଅନ୍ୟଟିରେ ୬ ଜଣ ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି।  ମଝି ସମୁଦ୍ରରେ ଦୁଇଟି  ବୋଟ୍‌ ଭାସି ଯାଇଛନ୍ତି ନା ଆଉ କିଛି ଅଘଟଣ ଘଟିଛି କିଛି ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story