ପୋଖରୀରୁ ୨ବାଳକଙ୍କ ମୃତଦେହ ଉଦ୍ଧାର

<p>ଭଦ୍ରକ (ଓଡ଼ିଶା ରିପୋର୍ଟର): &nbsp;ଭଦ୍ରକ ଜିଲ୍ଲା ବାସୁଦେବପୁରର ଜଗନ୍ନାଥପ୍ରସାଦ ଗାଁ ପୋଖରୀରୁ ୨ ବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ଶିବରାତ୍ରୀଠାରୁ ଉଭୟ ନିଖୋଜ ଥିଲେ। ମୃତ ଦୁଇ ନାବାଳକ ହେଲେ ଜଗନ୍ନାଥପ୍ରସାଦର କୁଳମଣି ବାରିକ ଓ ସରୋଜ ପାଢ଼ୀ। ତେବେ ସେମାନଙ୍କୁ କିଏ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଛି ନା ସେମାନେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ତାକୁ ନେଇ ସନ୍ଦେହ ଲାଗି ରହିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।</p>

Ordigital Desk
  • Published: Saturday, 17 February 2018
  • Updated: 17 February 2018, 03:34 PM IST

Sports

Latest News

<p>ଭଦ୍ରକ (ଓଡ଼ିଶା ରିପୋର୍ଟର): &nbsp;ଭଦ୍ରକ ଜିଲ୍ଲା ବାସୁଦେବପୁରର ଜଗନ୍ନାଥପ୍ରସାଦ ଗାଁ ପୋଖରୀରୁ ୨ ବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ଶିବରାତ୍ରୀଠାରୁ ଉଭୟ ନିଖୋଜ ଥିଲେ। ମୃତ ଦୁଇ ନାବାଳକ ହେଲେ ଜଗନ୍ନାଥପ୍ରସାଦର କୁଳମଣି ବାରିକ ଓ ସରୋଜ ପାଢ଼ୀ। ତେବେ ସେମାନଙ୍କୁ କିଏ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଛି ନା ସେମାନେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ତାକୁ ନେଇ ସନ୍ଦେହ ଲାଗି ରହିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos