ସ୍ୱାଇନ୍‌ ଫ୍ଲୁ ନେଲା ଆଉ ୨ ଜୀବନ: ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି

ଭୁବନେଶ୍ୱର/କଟକ (ଓଡ଼ିଶା ରିପୋର୍ଟର): ସ୍ୱାଇନ୍‌ ଫ୍ଲୁରେ ଆଜି ରାଜ୍ୟରେ ଆଉ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଇଜଣଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ଆଜି କଟକର ଏସ୍‌ସିବି ଓ ଭୁବନେଶ୍ୱରର ସମ୍‌ ହସ୍ପିଟାଲରେ ଏହି ଦୁଇ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଆଜି ୪ଟି ନମୁନା ପରୀକ୍ଷା କରାଯାଇଥିଲା। ଯାହା ନେଗେଟିଭ୍‌ ଆସିଛି। ବର୍ତ୍ତମାନ ସୁଦ୍ଧା ୧୩୨୯ଟି ନମୁନା ପରୀକ୍ଷା କରାଯାଇଛି। ଏଥିରୁ ୩୯୨ଟି ନମୁନା ପଜିଟିଭ୍ ବାହାରିଛି।

swine

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 10:45 PM IST

ଭୁବନେଶ୍ୱର/କଟକ (ଓଡ଼ିଶା ରିପୋର୍ଟର): ସ୍ୱାଇନ୍‌ ଫ୍ଲୁରେ ଆଜି ରାଜ୍ୟରେ ଆଉ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଇଜଣଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ଆଜି କଟକର ଏସ୍‌ସିବି ଓ ଭୁବନେଶ୍ୱରର ସମ୍‌ ହସ୍ପିଟାଲରେ ଏହି ଦୁଇ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଆଜି ୪ଟି ନମୁନା ପରୀକ୍ଷା କରାଯାଇଥିଲା। ଯାହା ନେଗେଟିଭ୍‌ ଆସିଛି। ବର୍ତ୍ତମାନ ସୁଦ୍ଧା ୧୩୨୯ଟି ନମୁନା ପରୀକ୍ଷା କରାଯାଇଛି। ଏଥିରୁ ୩୯୨ଟି ନମୁନା ପଜିଟିଭ୍ ବାହାରିଛି।

Related story