ବଜ୍ରପାତରେ ଚାଲିଗଲା ୨ ଜୀବନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି, ବଜ୍ରପାତ ସହ ଲଗାଣ ବର୍ଷା ଲାଗି ରହିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ଆଜି ସକାଳୁ ବଜ୍ରପାତ ମାରି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ  ଡିହଗାଁ ପଞ୍ଚାୟତ ଡିହଗାଁରେ ଜଣେ ମହିଳାଙ୍କ ସମେତ ୨ ଜଣ ଆଖି ବୁଜିଛନ୍ତି।  ମୃତକ ଦୁଇଜଣ   ଡିହଗାଁର  ଆଶାଲତା ସାହୁ  ଓ  ଉଦୟନାଥ ପ୍ରଧାନ ବୋଲି ଜଣାପଡିଛି l ସୂଚନାଯୋଗ୍ୟ,  ଆଜି ସକାଳେ ବଜ୍ରପାତରେ ଡିହଗାଁର ଆଶାଲତା ଓ […]

Lightning

Lightning

Niharika Rout
  • Published: Wednesday, 14 October 2020
  • Updated: 14 October 2020, 09:05 AM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି, ବଜ୍ରପାତ ସହ ଲଗାଣ ବର୍ଷା ଲାଗି ରହିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ଆଜି ସକାଳୁ ବଜ୍ରପାତ ମାରି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ  ଡିହଗାଁ ପଞ୍ଚାୟତ ଡିହଗାଁରେ ଜଣେ ମହିଳାଙ୍କ ସମେତ ୨ ଜଣ ଆଖି ବୁଜିଛନ୍ତି।  ମୃତକ ଦୁଇଜଣ   ଡିହଗାଁର  ଆଶାଲତା ସାହୁ  ଓ  ଉଦୟନାଥ ପ୍ରଧାନ ବୋଲି ଜଣାପଡିଛି l

ସୂଚନାଯୋଗ୍ୟ,  ଆଜି ସକାଳେ ବଜ୍ରପାତରେ ଡିହଗାଁର ଆଶାଲତା ଓ ଉଦୟନାଥ ବଜ୍ରପାତରେ ଗୁରୁତର  ହୋଇଥିଲେ।   ଉଭୟଙ୍କୁ ପରିବାର ଲୋକେ ତୁରନ୍ତ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story