ବରଯାତ୍ରୀ ଗାଡ଼ି ଓଲଟି,୨ ମୃତ, ୨୫ ଆହତ

Ordigital Desk
  • Published: Tuesday, 23 May 2017
  • , Updated: 23 May 2017, 01:05 PM IST
<p>ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଶରତଚନ୍ଦ୍ରପୁର ନିକଟରେ ବରଯାତ୍ରୀ ଗାଡ଼ି ଓଲଟି ପଡ଼ିବାରୁ&nbsp; ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ&nbsp; ହୋଇଛନ୍ତି। &nbsp;ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>[vc_video link=&quot;&quot; align=&quot;center&quot;]</p> <p>&amp;nbsp;</p> <p>&amp;nbsp;</p>

Related story