ଟିପ୍ପର ପଛପଟେ ପିଟି ହେଲା ସ୍କୁଟି

ଲମତାପୁଟ(ଜଗତ ଜୀବନ କଚମି): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କାଞ୍ଚନା ନିକଟରେ ଏକ ଚିପ୍ସ ବୋଝେଇ ଟିପ୍ପର ପଛପଟେ ସ୍କୁଟି ପିଟି ହେବାରୁ ଦୁଇ ଯୁବକ ଗୁରୁତର  ହୋଇଛନ୍ତି। ସେମାନେ ପଡୁଆ ଅଞ୍ଚଳର। ସେମାନଙ୍କ ପରିଚୟ ମିଳିପାରି ନାହିଁ। ଆଜି ସକାଳେ ଗୁରୁତର ଯୁବକଦ୍ୱୟ ପରୀକ୍ଷା ଦେବାକୁ ପଡ଼ୁଆରୁ ଏକ ସ୍କୁଟିରେ ଜୟପୁର ଯାଉଥିଲେ। ଏହି ସମୟରେ କଞ୍ଜନା ନିକଟରେ ଏକ ଚିପ୍‌ସ  ବୋଝେଇ ଟିପ୍ପର ପଛପଟେ ସେମାନଙ୍କ ସ୍କୁଟି ପିଟି ହୋଇଯାଇଥିଲା।  ଫଳରେ ସ୍କୁଟିରେ […]

accident

accident

Jyoshna Pradhan
  • Published: Friday, 29 November 2019
  • Updated: 29 November 2019, 09:32 AM IST

Sports

Latest News

ଲମତାପୁଟ(ଜଗତ ଜୀବନ କଚମି): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କାଞ୍ଚନା ନିକଟରେ ଏକ ଚିପ୍ସ ବୋଝେଇ ଟିପ୍ପର ପଛପଟେ ସ୍କୁଟି ପିଟି ହେବାରୁ ଦୁଇ ଯୁବକ ଗୁରୁତର  ହୋଇଛନ୍ତି। ସେମାନେ ପଡୁଆ ଅଞ୍ଚଳର। ସେମାନଙ୍କ ପରିଚୟ ମିଳିପାରି ନାହିଁ।

ଆଜି ସକାଳେ ଗୁରୁତର ଯୁବକଦ୍ୱୟ ପରୀକ୍ଷା ଦେବାକୁ ପଡ଼ୁଆରୁ ଏକ ସ୍କୁଟିରେ ଜୟପୁର ଯାଉଥିଲେ। ଏହି ସମୟରେ କଞ୍ଜନା ନିକଟରେ ଏକ ଚିପ୍‌ସ  ବୋଝେଇ ଟିପ୍ପର ପଛପଟେ ସେମାନଙ୍କ ସ୍କୁଟି ପିଟି ହୋଇଯାଇଥିଲା।  ଫଳରେ ସ୍କୁଟିରେ ଥିବା ଦୁଇ  ଯୁବକ ଗୁରୁତର ହୋଇଥିଲେ। ଗୁରୁତରଦ୍ୱୟଙ୍କୁ ଲମତାପୁଟସ୍ଥିତ ଆଶାକିରଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story