ଦଳିଦେଲା ହାତୀ; ଚାଲିଗଲା ୨ ମହିଳାଙ୍କ ଜୀବନ

ବାରିପଦା/ ନୟାଗଡ଼(ଓଡ଼ିଶା ରିପୋର୍ଟର): ହାତୀ ଆକ୍ରମଣରେ ଚାଲିଗଲା ୨ ମହିଳାଙ୍କ ଜୀବନ। ଆଜି ଭୋରରୁ ନୟାଗଡ଼ ଓ ବାରିପଦାରେ ହାତୀ ଆକ୍ରମଣରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି। ନୟାଗଡ଼ରେ ଜଣେ ବୃଦ୍ଧାଙ୍କୁ ହାତୀ ଦଳିଦେଇଥିବା ବେଳେ ବାରିପଦାରେ ଘରେ ଏକୁଟିଆ ଥିବା ଜଣେ ମହିଳାଙ୍କୁ ହାତୀ ମାରି ଦେଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଥାନା କେରଣ୍ଡାଟାଙ୍ଗି ପଞ୍ଚାୟତ ମୁକ୍ତାପୁର ପାତାଳେଶ୍ୱର ମନ୍ଦିର ନିକଟରେ ଆଜି ଭୋରରୁ ଘଟିଛି ଏହି ଅଘଟଣ। ଟାଙ୍ଗି ଥାନା ଭଜାଗଡ଼ […]

elephant

elephant

Niharika Rout
  • Published: Wednesday, 27 November 2019
  • Updated: 27 November 2019, 01:00 PM IST

Sports

Latest News

ବାରିପଦା/ ନୟାଗଡ଼(ଓଡ଼ିଶା ରିପୋର୍ଟର): ହାତୀ ଆକ୍ରମଣରେ ଚାଲିଗଲା ୨ ମହିଳାଙ୍କ ଜୀବନ। ଆଜି ଭୋରରୁ ନୟାଗଡ଼ ଓ ବାରିପଦାରେ ହାତୀ ଆକ୍ରମଣରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି। ନୟାଗଡ଼ରେ ଜଣେ ବୃଦ୍ଧାଙ୍କୁ ହାତୀ ଦଳିଦେଇଥିବା ବେଳେ ବାରିପଦାରେ ଘରେ ଏକୁଟିଆ ଥିବା ଜଣେ ମହିଳାଙ୍କୁ ହାତୀ ମାରି ଦେଇଛି।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଥାନା କେରଣ୍ଡାଟାଙ୍ଗି ପଞ୍ଚାୟତ ମୁକ୍ତାପୁର ପାତାଳେଶ୍ୱର ମନ୍ଦିର ନିକଟରେ ଆଜି ଭୋରରୁ ଘଟିଛି ଏହି ଅଘଟଣ। ଟାଙ୍ଗି ଥାନା ଭଜାଗଡ଼ ଗାଁର ଜଣେ ୬୫ ବର୍ଷୀୟା ବୃଦ୍ଧା ତାଙ୍କ ବନ୍ଧୁ ଘର ମୁକ୍ତାପୁରକୁ ଏକୁଟିଆ ଯାଉଥିଲେ।  ଏହି ସମୟରେ ପାତାଳେଶ୍ୱର ମନ୍ଦିର ନିକଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିଲା।

ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଟାଙ୍ଗି ବନାଞ୍ଚଳ ଅଧିକାରୀ  ବିଳମ୍ବରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଟାଙ୍ଗି ବନାଞ୍ଚଳରେ ହାତୀମାନେ ଫସଲ ନଷ୍ଟ କରୁଥିବାର ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଉଛି।

ସେହିପରି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ କୁସୁମପୁରା ଗାଁରେ ମଧ୍ୟ ଆଜି ଭୋରରେ ଏହି ଅଘଟଣ ଘଟିଛି। ମୃତ ମହିଳା ହେଲେ ସୀତାମଣି ମୁର୍ମୂ (୫୫)।  ଗତକାଲି ରାତିରେ କୁମୁସପୁରା ଗାଁରେ ଝାଡଖଣ୍ଡି ହାତୀପଲ ପଶିଥିଲେ। ଭୟଭୀତ ହୋଇ ଗାଁ ଲୋକେ ଘରଦ୍ୱାର ଛାଡ଼ି ପଳାଇଥିବା ବେଳେ ଏକା ସୀତାମଣି ଘରେ ଥିଲେ।

ଆଜି ଭୋରରେ ହାତୀ ପଲ ସୀତାମଣିଙ୍କ ଘର ଭାଙ୍ଗିବା ସହ ତାଙ୍କୁ ପାଦରେ ଦଳି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଗାଁ ଲୋକେ ଫେରିବା ପରେ ଏହା ଦେଖି  ବେନତନଟୀ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ଶବ ବ୍ୟବଚ୍ଛେଦ ଲାଗି ପଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story