ଗଛକଟାକୁ ନେଇ ହତ୍ୟାକାଣ୍ଡ ମାମଲା: ୨୦ ଜଣଙ୍କୁ ଆଜୀବନ ଜେଲ

ପୁରୀ(ଓଡ଼ିଶା ରିପୋର୍ଟର): ଚାଖୁଣ୍ଡା ଗଛ କଟାକୁ କେନ୍ଦ୍ରକରି ପୁରୀ ଜିଲ୍ଲା ଅନ୍ତର୍ଗତ କଣାସ ଅଂଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ମାମଲାରେ ୨୦ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଛି। ଆଜି ପୁରୀ ପ୍ରଥମଶ୍ରେଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ଦଣ୍ଡାଦେଶ କରିଛନ୍ତି। ଜେଲ ଦଣ୍ଡାଦେଶ ସହ ଦୋଷୀମାନଙ୍କୁ ୩୦ ହଜାର ଟଙ୍କା ଜରିମାନା ହୋଇଛି। ଏନେଇ ଅତିରିକ୍ତ ପବ୍ଲିକ ପ୍ରସିକୁଟର ସତ୍ୟନାରାୟଣ ତ୍ରିପାଠୀ କହିଛନ୍ତି, ଗତ ୨୦୧୨ ମସିହା ସେପ୍ଟେମ୍ୱର ୧୨ ତାରିଖରେ ଏହି ହତ୍ୟାକାଣ୍ଡ […]

ADJ

ADJ

Niranjan Mishra
  • Published: Monday, 18 July 2022
  • Updated: 18 July 2022, 07:32 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଚାଖୁଣ୍ଡା ଗଛ କଟାକୁ କେନ୍ଦ୍ରକରି ପୁରୀ ଜିଲ୍ଲା ଅନ୍ତର୍ଗତ କଣାସ ଅଂଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ମାମଲାରେ ୨୦ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଛି। ଆଜି ପୁରୀ ପ୍ରଥମଶ୍ରେଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ଦଣ୍ଡାଦେଶ କରିଛନ୍ତି। ଜେଲ ଦଣ୍ଡାଦେଶ ସହ ଦୋଷୀମାନଙ୍କୁ ୩୦ ହଜାର ଟଙ୍କା ଜରିମାନା ହୋଇଛି।

ଏନେଇ ଅତିରିକ୍ତ ପବ୍ଲିକ ପ୍ରସିକୁଟର ସତ୍ୟନାରାୟଣ ତ୍ରିପାଠୀ କହିଛନ୍ତି, ଗତ ୨୦୧୨ ମସିହା ସେପ୍ଟେମ୍ୱର ୧୨ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। କଣାସର ବଳାଜିତପୁର ଗ୍ରାମର ସରକାରୀ ଜାଗାରେ ଏକ ଚାଖୁଣ୍ଡା ଗଛ କଟାକୁ ନେଇ ମାନସ କୁମାର ବଳିଆର ସିଂହଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା। ମାନସଙ୍କ ଦାଦା ଭରତ ବଳିଆରସିଂହ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ଅଭିଯୁକ୍ତମାନେ ସଂଘବଦ୍ଧ ଆକ୍ରମଣ କରି ମାରିଥିଲେ। ଏନେଇ କଣାସ ଥାନାରେ ୭୪/୨୦୧୨ରେ ଏକ ମକଦ୍ଦମା ରୁଜୁ ହୋଇଥିଲା। ଦୀର୍ଘ ୧୦ ବର୍ଷ ବିଚାର ଚାଲିବା ପରେ ଆଜି ପୁରୀ ପ୍ରଥମ  ଅତିରିକ୍ତ ଜିଲ୍ଲା ଦୌରାଜଜ ପୁଲିସ ସମେତ ୨୪ ଜଣ ସାକ୍ଷୀ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଆଧାରରେ ୨୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି।

ସେମାନେ ହେଲା ସତ୍ୟବ୍ରତ ନାୟକ(୩୪), ବିଶ୍ୱନାଥ ବଳିଆରସିଂହ(୬୬), ଶରତ ଚନ୍ଦ୍ର ନାୟକ(୪୨), ପ୍ରଶାନ୍ତ କୁମାର ନାୟକ(୩୨), ବିଶ୍ୱଜିତ୍ ନାୟକ ଓରଫ ଧଡ଼ୁ (୨୯), ବିଚିତ୍ରାନନ୍ଦ ବଳିଆରସିଂହ(୪୫), ସଂଗ୍ରାମ କେଶରୀ ନାୟକ(୪୪), ଲେନିନ୍ କୁମାର ବଳିଆସିଂହ(୩୦), ନରେନ୍ଦ୍ର କୁମାର ବଳିଆରସିଂହ(୩୭), ରମାକାନ୍ତ ବଳିଆରସିଂହ(୪୭), ସୁଶାନ୍ତ ଓରଫ ସୁକାନ୍ତ ପ୍ରଧାନ(୪୫), କ୍ଷୀରୋଦ କୁମାର ନାୟକ(୫୧), କବିରାଜ ନାୟକ(୬୪), ଯୁଦ୍ଧିଷ୍ଠିର ନାୟକ(୭୦), ଗୁଣନିଧି ବଳିଆରସିଂହ(୫୮), ପ୍ରମୋଦ କୁମାର ସ୍ୱାଇଁ(୫୩), ମହେଶ୍ୱର ନାୟକ(୬୪), ଶରତ ନାୟକ(୫୮), ମନୋରଞ୍ଜନ ନାୟକ(୫୪), ସୁଜିତ୍ ନାୟକ(୨୯)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story