୨୦୦୬ କେନ୍ଦ୍ରାପଡ଼ା ଏଜୁକେଶନ ଭଲେଣ୍ଟିୟର ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ  ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କେନ୍ଦ୍ରାପଡା: ୨୦୦୬ କେନ୍ଦ୍ରାପଡ଼ା ଏଜୁକେଶନ ଭଲେଣ୍ଟିୟର ନିଯୁକ୍ତି ପ୍ରକ୍ରିୟାର କ୍ରାଇମବ୍ରାଞ୍ଚ ତଦନ୍ତ  କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛି। ୩ମାସ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ ଜଷ୍ଟିସ ବି ଆର ଷଡ଼ଙ୍ଗୀ କ୍ରାଇମବ୍ରାଞ୍ଚକୁ କହିଛନ୍ତି। ଆବେଦନକାରୀ ସ୍ନେହଲତା ତ୍ରିପାଠୀ ଏବଂ ଅନ୍ୟ ୭୧ଜଣଙ୍କ ଅବେଦନର ଶୁଣାଣୀ କରି ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଏଜୁକେଶନ ଗ୍ୟାରେଣ୍ଟି ସ୍କିମ୍ ବା ଇଜିଏସ ଅଧିନରେ ଏଜୁକେଶନ ଭଲେଣ୍ଟିୟର ଭାବେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କୁ ଗଣଶିକ୍ଷକ ନିଯୁକ୍ତିରେ ଅଗ୍ରାଧିକାର […]

highcoat

highcoat

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 02:33 AM IST

Sports

Latest News

କେନ୍ଦ୍ରାପଡା: ୨୦୦୬ କେନ୍ଦ୍ରାପଡ଼ା ଏଜୁକେଶନ ଭଲେଣ୍ଟିୟର ନିଯୁକ୍ତି ପ୍ରକ୍ରିୟାର କ୍ରାଇମବ୍ରାଞ୍ଚ ତଦନ୍ତ  କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛି। ୩ମାସ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ ଜଷ୍ଟିସ ବି ଆର ଷଡ଼ଙ୍ଗୀ କ୍ରାଇମବ୍ରାଞ୍ଚକୁ କହିଛନ୍ତି। ଆବେଦନକାରୀ ସ୍ନେହଲତା ତ୍ରିପାଠୀ ଏବଂ ଅନ୍ୟ ୭୧ଜଣଙ୍କ ଅବେଦନର ଶୁଣାଣୀ କରି ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଏଜୁକେଶନ ଗ୍ୟାରେଣ୍ଟି ସ୍କିମ୍ ବା ଇଜିଏସ ଅଧିନରେ ଏଜୁକେଶନ ଭଲେଣ୍ଟିୟର ଭାବେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କୁ ଗଣଶିକ୍ଷକ ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବ ବୋଲି ୨୦୦୮ ଫେବୃଆରୀ ୧୬ ତାରିଖରେ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ସ୍ୱେଛାସେବୀ ସଂସ୍ଥା ଜନସେବା ପରିଷଦ ଦ୍ୱାରା ନିଯୁକ୍ତିପାଇଥିବା ଏଜୁକେଶନ ଭଲେଣ୍ଟିୟରଙ୍କ ନିଯୁକ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦିତ ହୋଇନଥିବା ଦର୍ଶାଇ ଗଣଶିକ୍ଷା ବିଭାଗ ଏମାନଙ୍କୁ ନିଯୁକ୍ତି ଦେଇନଥିଲା। ଫଳରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story