୨୦୨୦ ଜାପାନ ଅଲିମ୍ପିକ: ଶୋଭା ପାଇବ ଓଡିଶାର ଚିତ୍ରକଳା

ପୁରୀ: ଆସନ୍ତା ୨୦୨୦ରେ ଜାପନାରେ ହେବ ଅଲିମ୍ପିକ ପ୍ରତିଯୋଗିତା । ପ୍ରଥମ ଥର ପାଇଁ ଏହି ଅଲିମ୍ପିକରେ ବିଭିନ୍ନ ଦେଶର ବୃହତ୍ତ ଚିତ୍ରକଳା ସ୍ଥାନିତ ହେବାକୁ ଯାଉଛି। ଏଥିରେ ଭାରତ ସହିତ ଆମେରିକା, ବ୍ରାଜିଲ, ଚାଇନା, ରୁଷିଆ, ପର୍ତ୍ତୃଗାଲ, ଜାପାନ, କୋରିଆ, ଜର୍ମାନୀ, ପାକିସ୍ତାନ, ଶ୍ରୀଲଙ୍କ।, ବାଲାଂଦେଶ ଆଦିର ଚିତ୍ରକଳା ପ୍ରଦର୍ଶୀତ ହେବ  । ଭାରତ ତରଫରୁ ଓଡିଶାର ଚିତ୍ରକଳା ପ୍ରଦର୍ଶୀତ ହେବାକୁ ମନୋନୀତି ହୋଇଛି । ଏଥିପାଇଁ ପୁରୀରେ ଜାପାନୀ ଭାଷା ପଢାଯାଉଥିବା ଚନ୍ଦ୍ରଶେଖର ଏକାଡେମୀ […]

puri

puri

Rakesh Mallick
  • Published: Friday, 18 September 2015
  • Updated: 18 September 2015, 05:24 PM IST

Sports

Latest News

puri1ପୁରୀ: ଆସନ୍ତା ୨୦୨୦ରେ ଜାପନାରେ ହେବ ଅଲିମ୍ପିକ ପ୍ରତିଯୋଗିତା । ପ୍ରଥମ ଥର ପାଇଁ ଏହି ଅଲିମ୍ପିକରେ ବିଭିନ୍ନ ଦେଶର ବୃହତ୍ତ ଚିତ୍ରକଳା ସ୍ଥାନିତ ହେବାକୁ ଯାଉଛି। ଏଥିରେ ଭାରତ ସହିତ ଆମେରିକା, ବ୍ରାଜିଲ, ଚାଇନା, ରୁଷିଆ, ପର୍ତ୍ତୃଗାଲ, ଜାପାନ, କୋରିଆ, ଜର୍ମାନୀ, ପାକିସ୍ତାନ, ଶ୍ରୀଲଙ୍କ।, ବାଲାଂଦେଶ ଆଦିର ଚିତ୍ରକଳା ପ୍ରଦର୍ଶୀତ ହେବ  । ଭାରତ ତରଫରୁ ଓଡିଶାର ଚିତ୍ରକଳା ପ୍ରଦର୍ଶୀତ ହେବାକୁ ମନୋନୀତି ହୋଇଛି । ଏଥିପାଇଁ ପୁରୀରେ ଜାପାନୀ ଭାଷା ପଢାଯାଉଥିବା ଚନ୍ଦ୍ରଶେଖର ଏକାଡେମୀ ଏହି ଦାୟିତ୍ୱ ପାଇଛି।puri

ଏହି ସ୍କୁଲର ଛାତ୍ରଛାତ୍ରୀ ଓଡିଶାର ଚିତ୍ରକଳା ଚିତ୍ରିତ କରିଛନ୍ତି। ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ସହ ତିନି ମାଙ୍କଡ, ନବକଳେବର ଯାତ୍ରା, ରଥଯାତ୍ରା, ଶ୍ରୀ ଜଗନ୍ନାଥ, ଗଣେଶଙ୍କ ଚିତ୍ରକଳା ସହ ଅଲିମ୍ପିକରେ ଅଂଶଗ୍ରହଣ କରୁଥିବା ଦେଶମାନଙ୍କ ଜାତୀୟ ପତାକା ୫ମିଟର ଦୈର୍ଘ ଓ ୫ମିଟର ପ୍ରସ୍ଥର କପଡାରେ ଉପରେ କରିଛନ୍ତି। ଏହି ଚିତ୍ରକଳା ବୈଦଶିକ ମନ୍ତ୍ରଣାଳୟ ଦ୍ୱାରା ଜାପାନର ହିରେସୀମାରେ ଥିବା ସଂଗ୍ରହାଳୟରେ ରଖାଯିବ । ଏହାକୁ ଅଲିମ୍ପିକରେ ପ୍ରଦର୍ଶନ କରାଯିବ ପରେ ଗୁଗୁଲରେ ଉପଲବ୍ଧ ହେବ ବୋଲି ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ ସେଣ୍ଟର ସଭାପତି ଶ୍ରୀମନ୍ତ ଦାସ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos