ମଧ୍ୟାହ୍ନ ଭୋଜନ ଖାଇ୨୨ ଛାତ୍ରଛାତ୍ରୀ ଅସୁସ୍ଥ

<p>ମୋରଡ଼ା: ମୟୂରଭଂଜ ଜିଲ୍ଲା ମୋରଡ଼ା ବ୍ଲକ ବ୍ରାହ୍ମଣମରା ଆଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୨୨ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ମୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବାରିପଦାକୁ ସ୍ଥାନାନ୍ତର କରାଯାଇଛି।&nbsp; ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି।</p> <p>ଗତକାଲି&nbsp; ବ୍ରାହ୍ମଣମରା ଆଶ୍ରମ ସ୍କୁଲରେ ପିଲାମାନେ ଜଳଖିଆରେ ସୁଜି ଓ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି&nbsp; ଓ ସୋୟାବିନ ତରକାରି ଖାଇଥିଲେ। ଏହା ପରେ କେତେକ ପିଲାଙ୍କୁ ଝା଼ଡ଼ାବାନ୍ତି ହୋଇଥିଲା।</p>

Ordigital Desk
  • Published: Wednesday, 25 October 2017
  • Updated: 25 October 2017, 08:37 AM IST

Sports

Latest News

<p>ମୋରଡ଼ା: ମୟୂରଭଂଜ ଜିଲ୍ଲା ମୋରଡ଼ା ବ୍ଲକ ବ୍ରାହ୍ମଣମରା ଆଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୨୨ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ମୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବାରିପଦାକୁ ସ୍ଥାନାନ୍ତର କରାଯାଇଛି।&nbsp; ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି।</p><p>ଗତକାଲି&nbsp; ବ୍ରାହ୍ମଣମରା ଆଶ୍ରମ ସ୍କୁଲରେ ପିଲାମାନେ ଜଳଖିଆରେ ସୁଜି ଓ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି&nbsp; ଓ ସୋୟାବିନ ତରକାରି ଖାଇଥିଲେ। ଏହା ପରେ କେତେକ ପିଲାଙ୍କୁ ଝା଼ଡ଼ାବାନ୍ତି ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos