୨୮ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ପାଇବେ ‘ଜୟଦେବ ପୁରସ୍କାର’

Ordigital Desk
  • Published: Monday, 27 November 2017
  • , Updated: 27 November 2017, 01:08 PM IST
<p>&lt;a href=&quot;&quot;&gt;(image) &lt;/a&gt;ଭୁବନେଶ୍ୱର: ୨୮ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏଥର ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ସମ୍ମାନଜନକ &lsquo;ଜୟଦେବ ପୁରସ୍କାର&rsquo; ପାଇବେ। ସେହିପରି &lsquo;ଚିନି&rsquo; ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହେବ। ଶ୍ରେଷ୍ଠ ଅଭିନେତା ଭାବେ ସମରେଶ ରାଉତରାୟ, ଶ୍ରେଷ୍ଠ ଅଭିନେତ୍ରୀ ଲିପି ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଅଜୟ ରଥ ପୁରସ୍କୃତ ହେବେ।</p> <p>ଆଜି ୨୭ଟି ବିଭାଗ ପାଇଁ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସେହିପରି ୫ମ ରାଜ୍ୟ ଟେଲି ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ୨୦ଟି ବିଭାଗରେ ଟେଲି ପୁରସ୍କାର ପ୍ରଦାନ ହେବା ନେଇ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।</p> <p>https://youtu.be/rVIuwS_zEsQ</p>

Related story