ତିନି ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଲେଖାଏଁ ଜେଲ୍‌, ଜରିମାନା

ସୁନ୍ଦରଗଡ଼ (ବିଜୟ ବରୁଆ): ୨୦୧୫ ମସିହାରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ତିନି ଦୁଷ୍କର୍ମକାରୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପୋକ୍ସୋ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସାକ୍ଷଙ୍କ ଜମାନବନ୍ଦୀ ଓ ପ୍ରମାଣ ଆଧାରରେ କୋର୍ଟ ତିନି ଦୋଷୀଙ୍କୁ ୨୫ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା କରିଛନ୍ତି। ୨୦୧୫ ମସିହା ମେ’ ମାସ ସନ୍ଧ୍ୟା ପାଖାପାଖି ସାଢ଼େ ୬ ଟା ହେବ। ନାବାଳିକା ଓ ତାଙ୍କ ସାଥୀ ଗଡ଼ିଆଝୋଲି ରାସ୍ତାର ଏକ […]

Misbehave

Misbehave

Manoranjan Sial
  • Published: Tuesday, 05 October 2021
  • Updated: 05 October 2021, 08:54 PM IST

ସୁନ୍ଦରଗଡ଼ (ବିଜୟ ବରୁଆ): ୨୦୧୫ ମସିହାରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ତିନି ଦୁଷ୍କର୍ମକାରୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପୋକ୍ସୋ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସାକ୍ଷଙ୍କ ଜମାନବନ୍ଦୀ ଓ ପ୍ରମାଣ ଆଧାରରେ କୋର୍ଟ ତିନି ଦୋଷୀଙ୍କୁ ୨୫ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା କରିଛନ୍ତି।

୨୦୧୫ ମସିହା ମେ’ ମାସ ସନ୍ଧ୍ୟା ପାଖାପାଖି ସାଢ଼େ ୬ ଟା ହେବ। ନାବାଳିକା ଓ ତାଙ୍କ ସାଥୀ ଗଡ଼ିଆଝୋଲି ରାସ୍ତାର ଏକ ବ୍ରିଜ୍‌ ଉପରେ ବସିଥିଲେ। ଠିକ୍‌ ଏହି ସମୟରେ ୩ ଜଣ ଯୁବକ ସେଠାରେ ପହଞ୍ଚି ନାବାଳିକାଙ୍କୁ ଧମକ ଚମକ ଦେଇଥିଲେ। ତୁମେମାନେ ଏଠି କାହିଁକି ବସିଛ ବୋଲି କହିଥିଲେ? ଏହା ପରେ ୩ ଯୁବକ ନାବାଳିକାଙ୍କ ସହିତ ଯାଇଥିବା ତାଙ୍କ ବନ୍ଧୁଙ୍କୁ କାବୁ କରି ନେଇଥିଲେ। ତା’ପରେ ନାବାଳିକାକୁ ଜଣେ ପରେ ଜଣେ ତିନି ଜଣ ଦୁଷ୍କର୍ମ କରିଥିଲେ।

ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଶିବୁ କୁମାର ଓରାମ, ଗଣେଶ ସାନ୍ଦିଲ ଓ ଅଜିତ କୁମାର ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲା ପୋକ୍ସୋ କୋର୍ଟ ସମସ୍ତ ସାକ୍ଷଙ୍କ ଜମାନବନ୍ଦୀ ଓ ପ୍ରମାଣ ଆଧାରରେ ଆଜି ମାମଲାର ରାୟ ଶୁଣାଇଛନ୍ତି। ୩ ଅଭିଯୁକ୍ତଙ୍କୁ ୨୫ ବର୍ଷ ଲେଖାଏଁ ସଶ୍ରମ କାରଦଣ୍ଡା ଦେଶ ସହ ୧୦ ହଜାର ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲଦଣ୍ଡାଦେଶ ଭୋଗିବାକୁ ପଡ଼ିଛି। ଏଥିସହ ପୀଡିତାଙ୍କୁ ୭ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ପୋକ୍ସୋ କୋର୍ଟ।

ସୋମବାର ୨୦୧୪ ମସିହାରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ରାୟ ପ୍ରକାଶ ପାଇଥିଲା। ସୁନ୍ଦରଗଡ ସ୍ଵତନ୍ତ୍ର ପୋକ୍ସ କୋର୍ଟ ମାମଲାକୁ ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ସହିତ ୧୦  ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story